ETV Bharat / sitara

ବଲିଉଡରେ ଡେବ୍ୟୁ କରିବେ ମିଥୁନ ଦା'ଙ୍କ ପୁଅ

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ନମାଶୀ ବଲିଉଡରେ କରୁଛନ୍ତି ଏଣ୍ଟ୍ରି । ଫିଲ୍ମ ‘ବ୍ୟାଡ ବଏ’ ଜରିଆରେ କରିବେ ଏଣ୍ଟ୍ରି ।

author img

By

Published : May 23, 2019, 2:41 PM IST

ଫଟୋ ସୌଜନ୍ୟ: ଟ୍ବିଟର/ Namashi Chakraborty ‏

ହାଇଦ୍ରାବାଦ: ପପୁଲାର ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ନମାଶୀ ବହୁତ ଜଲଦି ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ‘ବ୍ୟାଡ ବଏ’ ଜରିଆରେ ଏଣ୍ଟ୍ରି ମାରିବେ ନମାଶୀ ।

ଫିଲ୍ମରେ ପ୍ରଯୋଜନା ଭାର ସମ୍ଭାଳିବେ ସାଜିଦ କ୍ୟୁରେସି । ତେବେ ଅନେକ ଅଡିଶନ ପରେ ନମାଶୀଙ୍କୁ ଫିଲ୍ମ ପାଇଁ ଚୟନ କରାଯାଇଛି ବୋଲି କହିଛନ୍ତି ସାଜିଦ । ନମାଶୀ ଫିଲ୍ମ ସାଇନ କରିବା ସମୟରେ ମିଥୁନ ଆମେରିକାରେ ଥିଲେ । ଆମେରିକାରୁ ଆସିବା ପରେ ବାପାଙ୍କ ସହ ସ୍କ୍ରିପ୍ଟ ଆଲୋଚନା କରିଛନ୍ତି ନମାଶୀ ।

Namashi

ନମାଶୀ ଆଗରୁ ଆସିଷ୍ଟାଣ୍ଟ ପ୍ରଯୋଜକ ଭାବରେ ଇସ୍କଦାରିୟାରେ କାମ କରିଛନ୍ତି । ତେବେ ମିଥୁନ ଏବେ କମେଡି ଫିଲ୍ମ ଭୁତିୟାପା ପାଇଁ ସୁଟିଂ କରୁଛନ୍ତି । ଏଥିରେ ମିଥୁନଙ୍କ ସହ କ୍ରିଷ୍ଣା ଅଭିଶେକ, ସୁଗନ୍ଧା ମିଶ୍ର, ରାଜୀବ ଠାକୁର ନଜର ଆସିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.