ETV Bharat / sitara

ସଲମାନଙ୍କୁ ହତ୍ୟା ଧମକ, ମୁତୟନ ହେଲେ ପୋଲିସ

ପଞ୍ଜାବର ଛାତ୍ର ସଙ୍ଗଠନ ସଲମାନଙ୍କୁ ଦେଇଛି ହତ୍ୟା ଧମକ । ସଲମାନଙ୍କ ବାସଭବନରେ ନିୟୋଜିତ ଅଛନ୍ତି ପୋଲିସ ।

author img

By

Published : Sep 25, 2019, 1:49 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଫେସବୁକ ମାଧ୍ୟମରେ ସଲମାନ ଖାନଙ୍କୁ ମିଳିଛି ହତ୍ୟା ଧମକ । ପଞ୍ଜାବ ୟୁନିଭର୍ସିଟିର ଛାତ୍ର ସଂଗଠନ(SOPU) ଦେଇଛି ଚେତାବନୀ । ଏଥିପାଇଁ ସଲମାନଙ୍କ ବାସଭବନକୁ ଜଗି ରହିଛନ୍ତି ପୋଲିସ ।

death threaten to salman khan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗୈରୀ ସୁଟର ପ୍ରୋଫାଇଲରୁ ପୋଷ୍ଟ କରାଯାଇଛି । ଏଥିରେ ସଲମାନଙ୍କ ଏକ ଫଟୋ ସେୟାର କରି କ୍ରସ୍ ମାର୍କ କରାଯାଇଛି । ଭାରତୀୟ କାନୁନରୁ ରକ୍ଷା ପାଇଯିବେ ମାତ୍ର SOPUର କାନୁନରୁ ରକ୍ଷା ପାଇପାରିବନି ବୋଲି ଏହି ପୋଷ୍ଟରେ ଲେଖାହୋଇଛି ।

ତେବେ ପୋଲିସ ଆଲର୍ଟ ରହିଛି ଓ ସଲମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି । କିଛି ମାସ ତଳେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀ ମଧ୍ୟ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲେ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.