ETV Bharat / sitara

'ଶିଲା କି ଜୱାନୀ'ରେ ଝିଅ ସହ ନାଚିଲେ ଏହି କ୍ରିକେଟର, ଭିଡିଓ ଭାଇରାଲ - david warner dance with daughter

ଲକଡାଉନ ଯୋଗୁଁ ସମସ୍ତ ସେଲିବ୍ରିଟି ନିଜ ଘରେ ସମୟ ବିତାଉଛନ୍ତି । ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ଡେଭିଡ ୱାରନର ତାଙ୍କ ଝିଅ ସହିତ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ୱାରନର ଏବଂ ତାଙ୍କ ଝିଅ ବଲିଉଡ ଗୀତ 'ଶିଲା କି ଜୱାନୀ'ରେ ନାଚୁଥିବାର ଦେଖିବାକୁ ମିଳିଛି । ଆହୁରି ପଢନ୍ତୁ...

david warner dance with daughter on sheila ki jawani song at home
'ଶିଲା କି ଜୱାନୀ'ରେ ଝିଅ ସହିତ ନାଚିଲେ ଏହି କ୍ରିକେଟର, ଭିଡିଓ ଭାଇରାଲ
author img

By

Published : Apr 19, 2020, 4:41 PM IST

ମୁମ୍ବାଇ: ଆଜିକାଲି ସମଗ୍ର ଦେଶରେ ଲକଡାଉନ ପଡିଛି । ଏହି ଲକଡାଉନ ଯୋଗୁଁ ସମସ୍ତ ସେଲିବ୍ରିଟି ନିଜ ଘରେ ସମୟ ବିତାଉଛନ୍ତି । ବଲିଉଡର ସେଲିବ୍ରିଟି ହୁଅନ୍ତୁ କିମ୍ବା କ୍ରିକେଟର ହୁଅନ୍ତୁ, ସମସ୍ତେ କିଛି ନା କିଛି କାମ କରି ତାଙ୍କର ମନୋରଞ୍ଜନ କରୁଛନ୍ତି ।

ଏଭଳି ପରିସ୍ଥିତିରେ ଜଣେ କ୍ରିକେଟରଙ୍କ ଡ୍ୟାନ୍ସ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ସେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ଡେଭିଡ ୱାରନର ।

ନିକଟରେ ଡେଭିଡ ୱାରନର ତାଙ୍କ ଝିଅ ସହିତ 'ଶିଲା କି ଜୱାନୀ'ରେ ନାଚୁଥିବାର ଦେଖିବାକୁ ମିଳିଛି । ଏହି ଗୀତରେ ସେ ଗୋଟିଏ ନୁହେଁ ଦୁଇଟି ଭିଡିଓ ସେୟାର କରିଛନ୍ତି ।

ପ୍ରଥମ ଭିଡିଓଟିରେ ପ୍ରାୟ 5 ଲକ୍ଷ ଭ୍ୟୁ ମିଳିସାରିଛି । ଏହି ଭିଡିଓରେ ତାଙ୍କ ଝିଅ ଭାରତୀୟ ପୋଷାକରେ ନଜର ଆସିଛନ୍ତି । ଏହି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି ଯେ, "କୋୟି ହମେ ମଦର୍ଦ କରେ ପିଲ୍ଜ" ।

ଏହା ପରେ ଦାଭିଡ ଅନ୍ୟ ଏକ ଭିଡିଓ ପୋଷ୍ଟ କରି ଲେଖିଥିଲେ, "ଇଣ୍ଡିନେ ମୁଝେ ଅର ଏକ ଭିଡିଓ ବନାନେ କୋ କହା" ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.