ETV Bharat / sitara

ଜାଏରାଙ୍କ ବଲିଉଡ ଛାଡିବାରେ ଦୁଃଖି 'ଦଙ୍ଗଲ' ନିର୍ଦ୍ଦେଶକ

ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ଜାଏରାଙ୍କ ବଲିଉଡ ଛାଡିବା ନିଷ୍ପତ୍ତି । ଯେଉଁଠାରେ କିଛି ଲୋକ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛନ୍ତି, ସେହିଠାରେ ଆଉ କିଛି ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

author img

By

Published : Jul 2, 2019, 1:27 PM IST

ଡିଜାଇନ ଫଟୋ

ମୁମ୍ବାଇ: 'ଦଙ୍ଗଲ' ଏବଂ 'ସିକ୍ରେଟ ସୁପରଷ୍ଟାର' ଭଳି ଫିଲ୍ମ ଜରିଆରେ ନିଜ ଅଭିନୟ ପରିଚୟ ଦେଇଥିବା ଅଭିନେତ୍ରୀ ଜାଏରା ୱାସୀମ ବର୍ତ୍ତମାନ ବଡ ପ୍ରସଙ୍ଗ ସାଜିଛନ୍ତି । ତାଙ୍କ ବଲିଉଡ ଛାଡିବା ନିଷ୍ପତ୍ତି ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଜାଏରା ହଠାତ୍ ବଲିଉଡ ଛାଡିବା ପରେ ଏବେ ସୋସିଆଲ ମିଡିଆରେ ବାକ୍‌ଯୁଦ୍ଧ ଲାଗିରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ତାଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ମାମଲାରେ ଏବେ 'ଦଙ୍ଗଲ' ନିର୍ଦ୍ଦେଶକ ନିତୀଶ ତିୱାରୀଙ୍କ ବୟାନ ସାମ୍ନାକୁ ଆସିଛି । ଜାଏରା 'ଦଙ୍ଗଲ'ରୁ ହିଁ ବଲିଉଡରେ ଡେବ୍ୟୁ କରିଥିଲେ । ନିତୀଶଙ୍କୁ ଜାଏରାଙ୍କ ନିଷ୍ପତ୍ତି ଖୁବ୍ ଆଶ୍ଚର୍ଯ୍ୟ କରିଛି ।
ନିତୀଶ କହିଛନ୍ତି କି ତାଙ୍କୁ ଆଶା ନଥିଲା କି ଜାଏରା ଏପରି କିଛି ନିଷ୍ପତ୍ତି ନେବେ ବୋଲି । ସେମିତି ଦେଖିବାକୁ ଗଲେ ଏହା ଜାଏରାଙ୍କ ଜୀବନର ନିଷ୍ପତ୍ତି ସେ ଭବିଷ୍ୟତରେ କିପରି ଆଗକୁ ବଢିବେ ତାଙ୍କ ଉପରେ ନିର୍ଭର କରେ । କିନ୍ତୁ ସେ ଇଣ୍ଡଷ୍ଟ୍ରି ଛାଡିବାର ଦୁଃଖ ସବୁବେଳେ ରହିବ । କାରଣ ସେ ଜଣେ ଭଲ କଳାକାର ଥିଲେ ।

ପ୍ରକାଶ ଥାଉକି ଜାଏରା ନିଜ ଧର୍ମ ପାଇଁ ଅଭିନୟ ଛାଡିଛନ୍ତି । କାରଣ ସେ ଅଭିନୟରେ ମଜ୍ଜି ରହିବାରୁ ତାଙ୍କ ସମ୍ପର୍କ ଆଲ୍ଲାହଙ୍କ ସହ ଭାଙ୍ଗି ଯାଉଛି । ତେଣୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରିରେ କେବେ କାହା ଜାତି, ଧର୍ମ, ବର୍ଣ୍ଣକୁ ନେଇ ବିବାଦ ଦେଖିବାକୁ ମିଳିନାହିଁ ।

ଆଜି ବଲିଉଡର ତିନି ଖାନ ହିଁ ସୁପରଷ୍ଟାର । ଯେଉଁଠାରେ ଅନେକ ମୁସଲିମ କଳାକାରଙ୍କ ଦ୍ବାରା ବଲିଉଡ ଫେମସ, ସେହିଠାରେ ଜାଏରାଙ୍କ ଧର୍ମାବିଲମ୍ବୀ କଥାକୁ କେହି ବିଶ୍ବାସ କରିପାରୁନାହାଁନ୍ତି ।

Intro:Body:

sdfsf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.