ETV Bharat / sitara

ପୁଣି ନେତାଙ୍କ ଉପରେ ରାଗିଲେ ପ୍ରକାଶ - ପ୍ରକାଶ ରାଜ ନୂଆ ଟ୍ବିଟ ଭାଇରାଲ

ସବୁବେଳେ ସାମାଜିକ, ରାଜନୈତିକ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇଥିବା ଅଭିନେତା ପ୍ରକାଶ ରାଜଙ୍କୁ ନେଇ ପୁଣି ଚର୍ଚ୍ଚା । ଏବେ ତାଙ୍କ ଟାର୍ଗେଟରେ ପୁଣି ରାଜନେତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jun 8, 2020, 9:00 PM IST

ମୁମ୍ବାଇ: ଏଯାବତ କୋରୋନା ଭାଇରସର ପ୍ରକୋପ ଦେଶରେ କମିବାର ନାଁ ନେଉନାହିଁ । ଏଥିରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ପାଖାପାଖି 2 ଲକ୍ଷରେ ପହଞ୍ଚିଲାଣି । ସେପଟେ ହଜାର ହଜାର ଜୀବନ ମଧ୍ୟ ଚାଲିଗଲାଣି । ସରକାର ଦୀର୍ଘ ଲକଡାଉନ ପରେ କିଛି କୋହଳ କରିଛନ୍ତି । ଇତିମଧ୍ୟରେ ରାଜନୈତିକ ପାର୍ଟି ଓ ନେତା ନିଜ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି । ଯାହା ଉପରେ ଫେମସ ଆକ୍ଟର ପ୍ରକାଶ ରାଜ ଅସନ୍ତୋଷ ପ୍ରକାଶ କରିଛନ୍ତି ।

  • Migrants can walk.. Middle class can die silently.. Economy can go to Hell.... but.. .Political parties ..kick start their election campaign in Bihar.. while in Gujarat MLA s are shifted to Resorts .. THEY DO WHAT THEY CAN DO BEST ..#JustAsking

    — Prakash Raj (@prakashraaj) June 8, 2020 " class="align-text-top noRightClick twitterSection" data=" ">

ନେତାମାନେ ବିହାରରେ ବିଧାନସଭା ନିର୍ବାଚନ ଏବଂ ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ପ୍ରଚାର ପାଇଁ କୌଣସି ସୁଯୋଗ ଛାଡୁନାହାଁନ୍ତି । ଏହି ନେତାମାନଙ୍କ ଦ୍ବାରା ଲକଡାଉନକୁ ଅଣଦେଖା କରାଯାଉଥିବା ଯୋଗୁଁ ଖୁବ୍ ରାଗିଛନ୍ତି ପ୍ରକାଶ ।

ସେ ଟ୍ବିଟ କରି ଲେଖିଛନ୍ତି, ‘ପ୍ରବାସୀମାନେ ପାଦରେ ଚାଲିପାରିବେ, ମଧ୍ୟମବର୍ଗ ଶାନ୍ତିରେ ମରିପାରିବେ । ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପାରେ, କିନ୍ତୁ ବିହାରରେ ରାଜନୀତି ଦଳ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଗୁଜୁରାଟର ବିଧାୟକମାନଙ୍କୁ ରିସୋର୍ଟକୁ ସ୍ଥାନାନ୍ତରିତ କରାଯାଉଛି । ଯେଉଁ କାମ ସେମାନେ ଭଲରେ କହିପାରିବେ ତାହା ହିଁ ବର୍ତ୍ତମାନ କରୁଛନ୍ତି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.