ETV Bharat / sitara

ବରୁଶା ବିବାହ: ସମାରୋହରେ ଉପସ୍ଥିତ ଅତିଥିଙ୍କ କୋରୋନା ଟେଷ୍ଟ ବାଧ୍ୟତାମୂଳକ - ବରୁଣ-ନତାଶାଙ୍କ ବିବାହ

ବରୁଣ ଏବଂ ଫ୍ୟାଶନ ଡିଜାଇନର୍ ନତାଶା ଆଜି ଆଲିବାଗରେ ସାତ ଫେରା ନେବାକୁ ଯାଉଛନ୍ତି । କୋରୋନା ମହାମାରୀ ହେତୁ ସମାରୋହରେ ଅଂଶଗ୍ରହଣ କରୁଥିବା ଅତିଥିଙ୍କ କୋରୋନା ଟେଷ୍ଟ କରିବା ବାଧ୍ୟତାମୂଳକ ଅଟେ । ଅଧିକ ପଢନ୍ତୁ...

covid-test-mandatory-for-guests-attending-varun-dhawans-wedding
ବରୁଣ-ନତାଶାଙ୍କ ବିବାହ: ସମାରୋହରେ ଉପସ୍ଥିତ ଅତିଥିଙ୍କ କୋରୋନା ଟେଷ୍ଟ ବାଧ୍ୟତାମୂଳକ
author img

By

Published : Jan 24, 2021, 8:19 PM IST

ଆଲିବାଗ: କୋରୋନା ମହାମାରୀ ମଧ୍ୟରେ ବଲିଉଡ ଅଭିନେତା ବରୁଣ ଧୱନ ବିବାହ କରୁଛନ୍ତି । ବରୁଣ ଏବଂ ଫ୍ୟାଶନ ଡିଜାଇନର୍ ନତାଶା ଆଜି ଆଲିବାଗରେ ସାତ ଫେରା ନେବାକୁ ଯାଉଛନ୍ତି ।

ତେଣୁ ସେମାନଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କ କୋରୋନା ଟେଷ୍ଟ କରିବା ବାଧ୍ୟତାମୂଳକ ଅଟେ ।

ବରୁଣଙ୍କ ବିବାହ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ଆରମ୍ଭ ହୋଇଯାଇଛି ।

ଶନିବାର ଅପରାହ୍ନ ପ୍ରାୟ 12.30 ସମୟରେ ବରୁଣ ଆଲିବାଗ ସ୍ଥିତ 'ଦ ମ୍ୟାନସନ୍ ହାଉସ' ରିସର୍ଟ ବିବାହ ସ୍ଥାନକୁ ଯାଉଥିବାର ନଜର ଆସିଥିଲେ । ସେ ଏକ ଧଳା ଟି-ସାର୍ଟ ଏବଂ ଡେନିମ୍ ପିନ୍ଧି ବହୁତ ଖୁସି ନଜର ଆସିଥିଲେ ।

ଅଭିନେତାଙ୍କ ପିତା ଚଳଚ୍ଚିତ୍ର ନିର୍ମାତା ଡେଭିଡ ଧୱନ, ମାତା ଲାଲୀ, ଭାଇ ରୋହିତ ଏବଂ ତାଙ୍କ ପରୁବାର ସଦସ୍ୟ ବିବାହ ସ୍ଥଳରେ ପହଞ୍ଚିଥିଲେ । ପରେ ନିର୍ମାତା କରଣ ଜୋହରଙ୍କୁ ବିବାହ ସ୍ଥଳରେ ପହଞ୍ଚିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଖବର ଅନୁଯାୟୀ, ଶନିବାର ସନ୍ଧ୍ୟାରେ କରଣଙ୍କ ଦ୍ବାରା ଏହି ସଙ୍ଗୀତ କନସର୍ଟ ଆୟୋଜିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.