ETV Bharat / sitara

କୋରୋନାକୁ ମାତ୍ ଦେଲେ ଭୂମି, ଏବେବି ପଜିଟିଭ ଅର୍ଜୁନ

ବଲିଉଡ ଅଭିନେତ୍ରୀ ଭୂମି ପେଡନେକରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଏବେ ତାଙ୍କର କୋଭିଡ -19 ରିପୋର୍ଟ ନେଗେଟିଭ ଆସିଛି । ଏହି ସୂଚନା ଭୂମି ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 18, 2021, 5:57 PM IST

Updated : Apr 18, 2021, 6:03 PM IST

COVID-19: Bhumi Pednekar recovers while Arjun Rampal tests positive
କୋରୋନାକୁ ମାତ୍ ଦେଲେ ଭୂମି, ଏବେ ବି ପଜିଟିଭ ଅର୍ଜୁନ

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ମାମଲା ବହୁତ ବଢିବାରେ ଲାଗିଛି । ବହୁ ଚଳଚ୍ଚିତ୍ର ତାରକାମାନେ ମଧ୍ୟ କୋରୋନା ମହାମାରୀର ସମ୍ମୁଖୀନ ହେଉଛନ୍ତି । ଅନେକ ତାରକା ଏହି ମହାମାରୀକୁ ପରାସ୍ତ କରିଥିବାବେଳେ କିଛି ତାରକା ଆଛନ୍ତି ଯିଏ ଏବେ ମଧ୍ୟ କୋରୋନା ସଂକ୍ରମିତ ହେଉଛନ୍ତି ।

ଏସବୁ ମଧ୍ୟରେ ଶନିବାର ବଲିଉଡ ଅଭିନେତ୍ରୀ ଭୂମି ପେଦନେକରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଏବେ ତାଙ୍କର କୋଭିଡ -19 ରିପୋର୍ଟ ନେଗେଟିଭ ଆସିଛି । ଏହି ସୂଚନା ଭୂମି ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି।

ଭୂମି ଇନଷ୍ଟାଗ୍ରାମରେ ତାଙ୍କର ଏକ ସୁନ୍ଦର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ମୋର କୋରୋନା ରିପୋର୍ଟ ନେଗେଟିଭ, କିନ୍ତୁ ଲାଇଫ ପାଇଁ ସୁପର ପଜିଟିଭ୍' ।

ଏବେ ସୋସିଆଲ ମିଡିଆରେ ଭୂମିଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏହି ମାସ ଆରମ୍ଭରେ ଭୂମି କୋରୋନା ସଂକ୍ରମିତ ହୋଇଥିଲେ। ଏହି ସୂଚନା ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିଲେ।

ପ୍ରକାଶ ଥାଉ ଯେ, ଗତକାଲି ଅଭିନେତା ଅର୍ଜୁନ ରାମପାଲ କୋରୋନା ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିଥିଲା । ଏବେ ସେ କ୍ବାରେଣ୍ଟାଇନରେ ଅଛନ୍ତି ।

Last Updated : Apr 18, 2021, 6:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.