ETV Bharat / sitara

ଲକଡାଉନ: ମଧ୍ୟବର୍ତ୍ତୀ ଫଟୋଗ୍ରାଫର୍ସଙ୍କୁ ହ୍ରିତିକଙ୍କ ଆର୍ଥିକ ସାହାଯ୍ୟ

author img

By

Published : Apr 17, 2020, 1:27 PM IST

ଫଟୋଗ୍ରାଫର୍ସ ମିଳିନା ଆଶ୍ବସ୍ତି। ଲକଡାଉନ ପାଇଁ ସବୁ ଦିନ ଆୟ କରୁଥିବା ଫଟୋଗ୍ରାଫର୍ସ ରୋଜୋଗାର ଠପ। ଯାହାଙ୍କୁ ସହଯୋଗ କରିଛନ୍ତି ହ୍ରିତିକ ରୋଶନ।

hrithik roshan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ

ମୁମ୍ବାଇ: ଲକଡାଉନ ପାଇଁ ଦିନ ମଜୁରିଆଙ୍କ ରୋଜୋଗାର ଠପ। ଫିଲ୍ମ ସୁଟିଂ ତ ପୂର୍ବରୁ ବନ୍ଦ ହୋଇଯାଇଥିଲା। ଆଉ ସେଲିବ୍ରିଟି ସବୁ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି। ହେଲେ କଲଡାଉନର ପ୍ରଭାବ ଫଟୋଗ୍ରାଫର୍ସଙ୍କ ଉପରେ ବେଶ୍ ପଡିଛି । ଯେଉଁମାନେ ଷ୍ଟାର୍ସଙ୍କ ଫଟୋ ଉଠାଇ ପ୍ରତିଦିନ ଟଙ୍କା ଆୟ କରୁଥିଲେ । ଇତିମଧ୍ୟରେ ଫଟୋଗ୍ରାଫର୍ସଙ୍କ ସାହାଯ୍ୟ କରିଛନ୍ତି ସୁପରଷ୍ଟାର ହ୍ରିତିକ ରୋଶନ।

ସେ ମଧ୍ୟବର୍ତ୍ତୀ ଫଟୋଗ୍ରାଫର୍ସଙ୍କ ଆର୍ଥିକ ସାହାଯ୍ୟ ଯୋଗାଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ପରେ ଅନେକ ଫଟୋଗ୍ରାଫର୍ସ ସୋସିଆଲ ମିଡିଆରେ ତାଙ୍କ ଗୁଣଗାନ କରୁଛନ୍ତି । ଫେମସ ଫଟୋଗ୍ରାଫର୍ସ ବିରଲ ଭୟାନୀ ଏକ ପୋଷ୍ଟ କରି ହ୍ରିତିକଙ୍କ ଏହି ନିଷ୍ପତ୍ତିର ସୂଚନା ସମସ୍ତଙ୍କୁ ଦେଇଛନ୍ତି।

ସେ ପୋଷ୍ଟରେ ଲେଖିଛନ୍ତି, ‘ପୁରା ବିଶ୍ବ ଏବେ ସମସ୍ୟା ଘେରରେ। ପୂର୍ବରୁ ମାନ୍ଦାର ପ୍ରସଙ୍ଗ। ଦରମା କଟା ମଧ୍ୟ ଯାଉଛି । ଚାକିରୀ ସମସ୍ୟା ଆଉ ମିଡିଆ ହାଉସ ବନ୍ଦ । କୋରୋନା ଭାଇରସ ସମସ୍ତଙ୍କ ଉପରେ ପ୍ରଭାବ ପକାଉଛି । ଯାହାଦ୍ବାରା ଅନେକ ଲୋକଙ୍କ ରୋଜୋଗାର ବନ୍ଦ ହୋଇଯାଇଛି । ଏହି ଖରାପ ପରିସ୍ଥିତିରେ ଅଭିନେତା ହ୍ରିତିକ ରୋଶନ ମଧ୍ୟବର୍ତ୍ତୀ ଫଟୋଗ୍ରାଫର୍ସଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି । ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.