ETV Bharat / sitara

‘ଛପାକ’ ନିର୍ମାତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପୁଣି ଯାଚିକ ଦାଏର - ଅପର୍ଣ୍ଣା ଭଟ୍ଟଙ୍କ ଅବମାନମା ଯାଚିକା

ହାଇକୋର୍ଟ ଆଦେଶକୁ ଅବମାନନା କରି ଫିଲ୍ମ ‘ଛପାକ’ ନିର୍ମାତା ହଟହଟା । ଲକ୍ଷ୍ମୀ ଅଗ୍ରୱାଲଙ୍କ ପୂର୍ବତନ ଓକିଲ ଅପର୍ଣ୍ଣା ଭଟ୍ଟ ପୁଣି ଦାଏର କଲେ ଯାଚିକା ।

chhapaak
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
author img

By

Published : Jan 22, 2020, 6:46 PM IST

ମୁମ୍ବାଇ: ରିଲିଜ ପୂର୍ବରୁ ଆଉ ପରେ ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’ର ସମସ୍ୟା କମିବାର ନାଁ ନେଉନାହିଁ । ଅନେକ ବାଦବିବାଦ ପରେ ଏବେ ପୁଣି ଫିଲ୍ମକୁ ନେଇ ନୂଆ ଚର୍ଚ୍ଚା ଜୋର ଧରିଛି । ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ ଦିଲ୍ଲୀ ହାଇକୋର୍ଟରେ ଫିଲ୍ମ ‘ଛପାକ’ର ନିର୍ମାତା ଓ ଦୀପିକାଙ୍କ ବିରୋଧରେ ପୁଣି ଯାଚିକା ଦାଏର କରିଛନ୍ତି । କୋର୍ଟର ଆଦେଶ ପରେ ମଧ୍ୟ ଫିଲ୍ମରେ ତାଙ୍କୁ ଶ୍ରେୟ ଦେଇନଥିବାରୁ ସେ ଏହି ଅବମାନନା ଯାଚିକା ଦାଏର କରିଛନ୍ତି ।

ଯାଚିକାରେ ଲେଖାଯାଇଛି ଫିଲ୍ମ ନିର୍ମାତାଙ୍କ ଦ୍ବାରା ଫିଲ୍ମ ନିର୍ମାଣରେ ଅପର୍ଣ୍ଣାଙ୍କ ଯୋଗଦାନ ପାଇଁ ତାଙ୍କୁ ଉଚିତ ଶ୍ରେୟ ଦେବାକୁ ହାଇକୋର୍ଟ ଆଦେଶର ଅନୁପାଳନ କରାଯାଇଛି । ନିର୍ମାତାଙ୍କ ବିରୋଧରେ ଅବମାନନାର କାର୍ଯ୍ୟନୁଷ୍ଠାନ ଆରମ୍ଭ କରିବାର ଦାବି କରାଯାଉ ।

ପ୍ରକାଶ ଥାଉକି ଅପର୍ଣ୍ଣା ଏସିଡ ପୀଡିତା ଲକ୍ଷ୍ମୀଙ୍କ ପ୍ରତିନିଧିତ୍ବ କରିଥିଲେ । ଯାହାଙ୍କ ଉପରେ ‘ଛପାକ’ ଫିଲ୍ମ ଆଧାରିତ । ଅପର୍ଣ୍ଣା ଏକ ଫୋନ ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି । ଫିଲ୍ମ କପିରେ ତାଙ୍କୁ କ୍ରେଡିଟ ନିର୍ମାତା ଦେଇନାହାଁନ୍ତି । ଆଉ ଫିଲ୍ମକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରସାରଣ କରାଯାଉଛି । ହେଲେ ଭାରତରେ ପ୍ରଦର୍ଶିତ ହେଉଥିବା ଫିଲ୍ମରେ ତାଙ୍କୁ କ୍ରେଡିଟ ଦିଆଯାଇଛି ବୋଲି କହିଥିଲେ ଅପର୍ଣ୍ଣା । ଫିଲ୍ମ ରିଲିଜ ପୂର୍ବରୁ ମଧ୍ୟ ଅପର୍ଣ୍ଣା ଏହା ବିରୋଧରେ ଯାଚିକା ଦାୟର କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.