ETV Bharat / sitara

କୋରୋନା ସଂକ୍ରମିତ ନୁହେଁ କପୁର ପରିବାର

author img

By

Published : Jun 5, 2020, 5:24 PM IST

ଟ୍ବିଟ କରି ସମସ୍ତଙ୍କୁ ଗୁଡନ୍ୟୁଜ ଦେଲେ ବୋନି । ପାଖାପାଖି ଦୁଇ ସପ୍ତାହରୁ ବୋନିଙ୍କ ପୁରା ପରିବାର ସେଲ୍ଫ ଆଇସୋଲେସନରେ ରହିଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଘରର 3 ଜଣ କର୍ମଚାରୀ ନିକଟରେ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ଏହା ପରେ ପ୍ରଶଂସକମାନେ ବୋନି, ଝିଅ ଜାହ୍ନବୀ ଓ ଖୁସି କପୁରଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇଯାଇଥିଲେ । ସୁରକ୍ଷା ଦୃଷ୍ଟିରୁ ପୁରା କପୁର ପରିବାର ନିଜକୁ ସେଲ୍ଫ ଆଇସୋଲେସନରେ ରଖିଆସୁଛନ୍ତି । ଇତି ମଧ୍ୟରେ ଜାହ୍ନବୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି ।

  • Happy to share that while my daughters & I had always been tested negative, our 3 staff members who had tested positive for Covid19, have fully recovered & tested negative. Our 14 day home quarantine period has also ended & we look forward to starting afresh @mybmc @MumbaiPolice

    — Boney Kapoor (@BoneyKapoor) June 5, 2020 " class="align-text-top noRightClick twitterSection" data=" ">

2 ସପ୍ତାହ ବିତିବା ପରେ ବୋନି ଏକ ଟ୍ବିଟ କରି ଏହି ଖୁସି ଖବର ସେୟାର କରିଛନ୍ତି । ଯାହାକୁ ନେଇ ଖୁସି ହୋଇଯିବେ ଫ୍ୟାନ୍ସ । ଆଜ୍ଞା ହଁ, କାରଣ ତାଙ୍କ ପୁରା ପରିବାରର କୋରୋନା ଟେଷ୍ଟ ନେଗେଟିଭ ବାହାରିଛି ।

ବୋନି ଟ୍ବିଟ କରି କହିଛନ୍ତି, ‘ମୁଁ ଏବଂ ମୋର ଝିଅମାନଙ୍କ କୋରୋନା ନେଗେଟିଭ ବୋଲି ଖୁସି ଅନୁଭବ କରୁଛି । ପୂର୍ବରୁ କୋରୋନା ପଜିଟିଭ ଥିବା ଆମ ତିନି କର୍ମଚାରୀ ମଧ୍ୟ ସୁସ୍ଥ ହୋଇଯାଇଛନ୍ତି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.