ମୁମ୍ବାଇ: ନିକଟରେ ବଲିଉଡର ଲେଜେଣ୍ଡ ଆକ୍ଟର ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ଚିକିତ୍ସାଧିନରେ ଅଛନ୍ତି ସେ । ଇତିମଧ୍ୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସୂଚନା ଦେଇଛନ୍ତି ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଜଲିଲ ପାର୍କର ।
-
Latest. An hour ago. pic.twitter.com/YBt7nLLpwL
— Dilip Kumar (@TheDilipKumar) June 7, 2021 " class="align-text-top noRightClick twitterSection" data="
">Latest. An hour ago. pic.twitter.com/YBt7nLLpwL
— Dilip Kumar (@TheDilipKumar) June 7, 2021Latest. An hour ago. pic.twitter.com/YBt7nLLpwL
— Dilip Kumar (@TheDilipKumar) June 7, 2021
ବର୍ତ୍ତମାନ ଦିଲ୍ଲୀପ ସାହେବଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ସେ ତିନି, ଚାରି ଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି କହିଛନ୍ତି ଡାକ୍ତର ଜଲିଲ ।
ପ୍ରକଶ ଥାଉକି ତାଙ୍କୁ ସାକ୍ଷାତ କରିବା ପାଇଁ ମଙ୍ଗଳବାର ହିନ୍ଦୁଜା ହସ୍ପିଟାଲ ଯାଇଥିଲେ ଫେମସ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର । ଏହାସହ ସେ ମଧ୍ୟ ତାଙ୍କ ଦିଲ୍ଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁଙ୍କୁ ମଧ୍ୟ ଭେଟି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଆଲୋଚନା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ