ETV Bharat / sitara

ଫ୍ୟାମିଲି ଡିନର ଏନଜୟ କଲେ ଅର୍ଜୁନ-ମଲାଇକା

author img

By

Published : Feb 19, 2021, 10:40 AM IST

ପୁଣି ଏକାଠି ନଜର ଆସିଲେ ବୟଫ୍ରେଣ୍ଡ ଅର୍ଜୁନଙ୍କ ସହ ମଲାଇକା । ଫ୍ୟାମିଲି ଡିନରରେ ହୋଇଥିଲେ ସାମିଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡ ଡିଭା ମଲାଇକା ଅରୋରା ଫିଲ୍ମଠୁ ଅଧିକ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ଦୀର୍ଘ ସମୟରୁ ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କୁ ଡେଟ କରିଆସୁଛନ୍ତି । ଆଉ ପ୍ରାୟତଃ ଏହି ଯୋଡିଙ୍କୁ ଏକାଠି ଦେଖିବାକୁ ମିଳୁଛି । ଗୁରୁବାର ରାତିରେ ମଧ୍ୟ ଏହି ଯୋଡି ଫ୍ୟାମିଲି ଡିନର କରୁଥିବାର ନଜର ଆସିଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କଥାଟି ହେଲା ଯେ ମଲାଇକାଙ୍କ ମା' ଅର୍ଜୁନ ଓ ତାଙ୍କ ପାଇଁ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଯୋଗ ଦେଇ ଏହି ଯୋଡି ଡିନର ଏନଜୟ କରିଥିଲେ । ଆଉ ଫେରିବା ସମୟରେ କ୍ୟାମେରାରେ କଏଦ ହୋଇଥିଲା ଦୁଇଜଣଙ୍କ କିଛି ରୋମାଣ୍ଟିକ ଫଟୋ ।

ସେପଟେ ମଲାଇକାଙ୍କ ଭଉଣୀ ତଥା ଅଭିନେତ୍ରୀ ଅମୃତା ଅରୋରା ମଧ୍ୟ ସ୍ବାମୀ ଏବଂ ପିଲାଙ୍କ ସହ ଏହି ଫ୍ୟାମିଲି ଗ୍ୟାଦରିଂରେ ସାମିଲ ହୋଇଥିଲେ । ଯଦି ଅର୍ଜୁନଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ଏବର୍ଷ ରିଲିଜ ହେବ ତାଙ୍କ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫେରାର’ । ସେହିପରି ମଲ୍ଟି ଷ୍ଟାରର ହରର କମେଡି ଫିଲ୍ମ ‘ଭୂତ ପୋଲିସ’ରେ ମଧ୍ୟ ନଜର ଆସିବେ ଅଭିନେତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.