ETV Bharat / sitara

ଭାରତର ବିଜୟକୁ ସେଲିବ୍ରେଟ କଲା ବି-ଟାଉନ, ଦେଖନ୍ତୁ ଫଟୋ

ଭାରତ-ପାକିସ୍ତାନ ମ୍ୟାଚକୁ ଭରପୁର ଉପଭୋଗ କରିଛନ୍ତି ଦେଶବାସୀ । ଏଥିରେ ପଛରେ ନାହାଁନ୍ତି ବଲିଉଡ ସିତାରା । ରବିବାର ସନ୍ଧ୍ୟାରେ ମ୍ୟାଚ ଦେଖିବାକୁ ପସନ୍ଦ କରିଛନ୍ତି ବି-ଟାଉନର ସେଲିବ୍ରିଟି ।

author img

By

Published : Jun 17, 2019, 3:00 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଆଇସିସି ବିଶ୍ବକପ ପୁଣି ଭାରତ-ପାକିସ୍ତାନ ଲଢେଇ । କିଏ ନଦେଖିବାକୁ ଚାହିଁବ! ଦେଶରେ ସବୁଆଡେ ଗତକାଲି(16 ଜୁନ) କ୍ରିକେଟର ଫିଭର । ତେବେ ପଛରେ ନଥିଲା ବଲିଉଡ । ରବିବାର ସନ୍ଧ୍ୟାରେ ଭାରତର ବଡ ବିଜୟକୁ ଖୁବ ଉପଭୋଗ କରିଛନ୍ତି ବଲିଉଡ ସିତାରା । ପ୍ରାୟ 89 ରନରେ ପାକିସ୍ତାନକୁ ଧୂଳି ଚଟେଇଥିଲା ଭାରତ ।

salman khan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହି ଐତିହାସିକ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ଭାଇଜାନ । ସୋଫା ଉପରେ ଭାରତୀୟ ଦଳର ଟି-ସାର୍ଟ ପିନ୍ଧି ମ୍ୟାଚ ଦେଖୁଥିବାର ଏକ ଫଟୋ ସେୟାର କରିଛନ୍ତି ଭାଇଜାନ ଓ ତା' ସହ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

celebrate
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅଭିନେତା ଅନିଲ କପୁର ମଧ୍ୟ ମ୍ୟାଚର କିଛି ଫଟୋ ସେୟାର କରି ଭାରତୀୟ ଦଳକୁ ଶୁଭେଚ୍ଛା ଦେଇଛନ୍ତି । ଅନ୍ୟପକ୍ଷେ ଅଭିନେତ୍ରୀ ଇଶା ଗୁପ୍ତା ଭାରତୀୟ ଦଳର ପ୍ରସଂଶା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

taimur ali khan
ଡିଜାଇନ ଫଟୋ

ଅଭିନେତା ସୈଫଅଲ୍ଲୀ ଖାନ ମ୍ୟାଚ ଦେଖିବା ପାଇଁ ପହଞ୍ଚିଥିଲେ ମଞ୍ଚେଷ୍ଟରରେ । ସେଠାରେ ସେ ମ୍ୟାଚକୁ ଖୁବ ଉପଭୋଗ କରିବା ସହ ଭାରତର ବିଜୟର ସାକ୍ଷୀ ହୋଇଥିଲେ । ଅନ୍ୟପକ୍ଷେ ପୁଅ ତୈମୁର ଅଲ୍ଲୀ ଖାନଙ୍କ ମଧ୍ୟରେ କ୍ରିକେଟର କ୍ରେଜ ଦେଖିବାକୁ ମିଳିଛି । ଭାରତୀୟ କ୍ରିକେଟ ଦଳର ଟି-ସାର୍ଟ ପିନ୍ଧି ଦଳକୁ ସଲାମ କରିଛନ୍ତି । ତୈମୁରଙ୍କ ଏହି ଫଟୋ କାଫି ଭାଇରାଲ ହୋଇଛି ।

bollywood
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବିବେକ ଓବରୟ ମଜାଦାର ଟ୍ବିଟ କରି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଥିଲେ,‘ଏହି ସାତଜନମର ସମ୍ପର୍କ ଅତୁଟ, ଆଜି ସାତ ନମ୍ବର ଘେରା ପାକିସ୍ତାନର ପୁରା ହେଲା । ତୁମେମାନେ ଏମିତି ହିଁ ହାରୁଥାଅ’ । ଅନ୍ୟପକ୍ଷେ ଅନୁପମ ଖେର ମଧ୍ୟ ଟ୍ବିଟରେ ଲେଖିଥିଲେ,‘ ଆଜି ପଡୋଶୀରେ ବହୁତ ଟିଭି ଭାଙ୍ଗିବ’ ।

kapil sharma
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏପଟେ କମେଡି କିଙ୍ଗ କପିଲ ଶର୍ମା ସୁଟିଂ ସେଟରେ ମ୍ୟାଚକୁ ଖୁବ ଉପଭୋଗ କରିଛନ୍ତି । ପ୍ରକାଶଥାଉକି,ଏ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ବକପରେ 7ଟି ମ୍ୟାଚ ଖେଳାଯାଇଛି ଓ ସବୁଥିରେ ଭାରତର ଦମଦାର ବିଜୟ ହୋଇଥିଲା । ଆଗକୁ 22 ଜୁନରେ ଭାରତ ଆଫଗାନିସ୍ତାନ ସହ ମ୍ୟାଚ ଖେଳିବ ।

ୱାଡ କପ ତୁଳନା ରେ କମିଲା  ହକି ଏଫଆଇଏଚ ର କ୍ରେଜ

ଦିନ ଥିଲା ହକି ୱାଡ କପ ପୂର୍ବ ରୁ ରାଜରାସ୍ତା ରେ ଲୋକ ଙ୍କ ଭିତଟରେ ଜରବଦସ୍ତ ଭିଡ଼ ଦେଖିବା କୁ ମିଳୁଥିଲା। ୱାଡ କପ ପୂର୍ବରୁ ହକି ଡ୍ରେସ ,ହକି ବେଣ୍ଡ, ଆଦି ର ଜିନିଷ ଦେକାନ ବାଜର ରେ ଦେଖିବା କୁ ମିଳୁଥିଲା। ନିଜ ନିଜ ପସନ୍ଦର ଖେଳାଳି ଙ୍କ ନାଁ ଲେଖା ଟି ସାର୍ଟ ର ଚାହିଦା ତ କାହିଁରୁ କେତେ ଥିଲା। ହକି ୱାଡ଼ ସମୟ ରେ ଯେତିକି ସରକାରୀ ବେସରକାରୀ ସ୍ତର ରେ ଲୋକଙ୍କ ଭିତରେ ଉତ୍ସାହ ବଢ଼ାଇବା ପାଇଁ ମଧ୍ୟ ଯେତେକି ପ୍ରୟାସ କରାଯାଇ ଥିଲା ସେତେକି  ପୁରୁଷ ହକି ଏଫଆଇଏଚ ରେ କରାଯାଇନାହିଁ। ଅନ୍ୟ ପଟେ ଦେକାନୀ ବି ୱାଡ ପାଇଁ ଜିନିଷ ଆଣି ଏବେ ଚିନ୍ତା ରେ ବସିଛନ୍ତି।

ବାଇଟ ରେନକ ,ଦେକାନୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.