ETV Bharat / sitara

ଘୋଡାକୁ ଚାରା ଖୁଆଇଲେ କଙ୍ଗନା, ସେୟାର କଲେ ଫଟୋ

author img

By

Published : Jun 24, 2021, 10:21 PM IST

ନିକଟରେ କଙ୍ଗନା ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଘୋଡାକୁ ଚାରା ଖୁଆଉଥିବାର ନଜର ଆସିଛନ୍ତି । ଏବେ କଙ୍ଗନାଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

Bollywood actress Kangana Ranaut shared a picture with a horse on social media
ଘୋଡାକୁ ଚାରା ଖୁଆଇଲେ କଙ୍ଗନା, ସେୟାର କଲେ ଫଟୋ

ନୂଆଦିଲ୍ଲୀ: ବଲିଉଡର ବିବାଦୀୟ କୁଇନ ରୂପେ ବେଶ ଜଣାଶୁଣା କଙ୍ଗନା ରଣାୱତ । ସେ ସର୍ବଦା ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏବେ କଙ୍ଗନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ।

ନିକଟରେ କଙ୍ଗନା ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଘୋଡାକୁ ଚାରା ଖୁଆଉଥିବାର ନଜର ଆସିଛନ୍ତି । ଏବେ କଙ୍ଗନାଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମରେ କଙ୍ଗନା ଏହି ଫଟୋଗୁଡ଼ିକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ତୁମେ ମନୁଷ୍ୟର ଭଲପାଇବା ଜିତିବା ପାଇଁ ତୁମେ ତୁମର ସବୁକିଛି ଦେଇପାରିବ, କିନ୍ତୁ ଏକ ଛୋଟ ଭୁଲ ଯୋଗୁ ସେ ତୁମକୁ ନେଇ ତାର ଚିନ୍ତାଧାରା ବଦେଳେଇ ଦେବ । କିନ୍ତୁ ଯଦି ତୁମେ ଥରେ କୌଣସି ପଶୁକୁ ତୁମକୁ ଭଲପାଇବା ଦେଇଥିବ, ସେ ସର୍ବଦା ତୁମ ସହିତ ରହିଥାଏ ।

କଙ୍ଗନା ମଣିକର୍ଣ୍ଣିକାର ସୁଟିଂ ସମୟରେ ହର୍ସ ରାଇଡିଂ ଶିଖିଥିଲେ ।

ପ୍ରକାଶ ଥାଉ ଯେ, କଙ୍ଗନା ରଣାୱତ ଚଳିତ ବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ଏହି କ୍ରମରେ ସାମିଲ ଅଛି ‘ଥଲାଇଭି’, ‘ଧାକଡ’ ଓ ‘ତେଜସ’ । ସେହିପରି ‘ଥଲାଇଭି 3ରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.