ETV Bharat / sitara

ନିଜକୁ ସଫଳ ଅଭିନେତ୍ରୀ ଭାବୁନାହାଁନ୍ତି ଦିଶା - ଦିଶା ପଟାନୀଙ୍କ ବଡ ବୟାନ

ବହୁତ କମ ଦିନରେ ବଲିଉଡ ଟପ ଅଭିନେତ୍ରୀ ସାଜିଛନ୍ତି ଦିଶା ପଟାନୀ । ହେଲେ ନିଜକୁ ସେ ଏଯାବତ ସଫଳ ଅଭିନେତ୍ରୀ ଭାବୁନାହାଁନ୍ତି । ଏହାର ଖୁଲାସା ସେ ନିକଟରେ କରିଥିଲେ ।

disha patani
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଶା ପଟାନୀ
author img

By

Published : Feb 1, 2020, 5:04 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ଦିଶା ପଟାନୀଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’ ଆସନ୍ତା ମାସ 7 ତାରିଖରେ ରିଲିଜ ହେବାକୁ ପ୍ରସ୍ତୁତ । ସେ ପ୍ରଥମଥର ଆଦିତ୍ୟ ରାୟ କପୁର, ଅନିଲ କପୁର ଓ କୁନାଲ ଖେମୁଙ୍କ ସହ ନଜର ଆସିବେ। ଯାହାକୁ ନେଇ ସେ ଖୁବ୍ ଏକ୍ସାଇଟେଡ । ଇତିମଧ୍ୟରେ ସେ ନିଜକୁ ନେଇ ଖୁଲାସା କରିଛନ୍ତି ଯେ ଏଯାବତ ସେ ସଫଳ ଅଭିନେତ୍ରୀ ହୋଇନାହାଁନ୍ତି ।

2016ରେ ଆସିଥିବା ‘ଏମ.ଏମ. ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି’ରୁ ବଲିଉଡରେ ଡେବ୍ୟୁ କରିଥିଲେ ଦିଶା । ଏହାପରେ ସେ ‘କୁଙ୍ଗ ଫୁ ୟୋଗା’, ‘ବାଗୀ 2’ ଓ ‘ଭାରତ’ ଭଳି ସୁପରହିଟ୍ ଫିଲ୍ମରେ କାମ କରିଥିଲେ । ହେଲେ ତଥାପି ସେ ନିଜକୁ ସଫଳ ଅଭିନେତ୍ରୀ ମାନୁନାହାଁନ୍ତି । ତାଙ୍କ ଅନୁଯାୟୀ ଏବେ ତାଙ୍କୁ ଆହୁରି ବହୁତ କିଛି କରିବାର ଅଛି।

ଏକ ସାକ୍ଷାତକାରରେ ସେ ଯୋଗ ଦେଇ ସେ କହିଥିଲେ ଯେ ତାଙ୍କୁ ବହୁତ କିଛି କରିବାର ଅଛି । ତାଙ୍କ କ୍ୟାରିୟର ଯାତ୍ରାରେ ସେ ଅନେକ ଭଲ ଲୋକଙ୍କ ସହ ସାକ୍ଷାତ କରିଛନ୍ତି ଯିଏ ସବୁବେଳେ ତାଙ୍କୁ ସାହାଯ୍ୟ କରିଛନ୍ତି । ତାଙ୍କ ପରିବାର ତାଙ୍କୁ ଫିଲ୍ମକୁ ନେଇ କୌଣସି ପରାର୍ମଶ ଦିଅନ୍ତି ନାହିଁ । ସେ ମଧ୍ୟ ପରିବାରକୁ କେବେ କୌଣସି କଷ୍ଟ ଦେବାକୁ ଚାହୁଁନାହାଁନ୍ତି । ହେଲେ ସେ ସବୁବେଳେ ନିଜ ବେଷ୍ଟ ଦେବାକୁ ଚେଷ୍ଟା କରୁଛନ୍ତି । ସେ ଖୁସି ଅଛନ୍ତି କି ତାଙ୍କ ପାଖରେ ଅନେକ କାମ ବର୍ତ୍ତମାନ ଅଛି । ଯାହାର ଶ୍ରେୟ ସେ ପିତା-ମାତାଙ୍କୁ ଦେବାକୁ ଚାହୁଁଛନ୍ତି । ଯଦି ତାଙ୍କ ମା' ତାଙ୍କୁ ସେହି ସମୟରେ ସମର୍ଥନ କରିନଥାଆନ୍ତେ, ଯେବେ ସେ ବିକଳ୍ପକୁ ନେଇ ଚିନ୍ତାରେ ଥିଲେ । ହୁଏତଃ ଆଜି ସେ ଏପର୍ଯ୍ୟନ୍ତ ପହଞ୍ଚି ପାରିନଥାନ୍ତେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.