ETV Bharat / sitara

ଅନୁଷ୍କାଙ୍କ ଫଟୋ କ୍ଲିକ କଲେ ବାପା, କ୍ୟାପସନରେ ଏମିତି ଲେଖିଲେ ଅଭିନେତ୍ରୀ

ଭାଇରାଲ ହେଲା ଅନୁଷ୍କାଙ୍କ ନୂଆ ଫଟୋ । ମଜାଦାର କ୍ୟାପସନ ଲେଖି ଜଣାଇଲେ ବାପାଙ୍କ ବିଷୟରେ କିଛି । ଅଧିକ ପଢନ୍ତୁ...

author img

By

Published : Nov 21, 2020, 10:11 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମଥର ମା' ହେବାକୁ ଯାଉଛନ୍ତି । ନିକଟରେ ସେ ଗର୍ଭବତୀ ହେବା ସୂଚନା ଫ୍ୟାନ୍ସଙ୍କୁ ଦେଇଥିଲେ । ଯାହାକୁ ନେଇ ଉତ୍ସାହିତ ଅଛନ୍ତି ସମସ୍ତେ । ଇତିମଧ୍ୟରେ ସେ ଚା' ପିଇବା ସମୟ ବିତାଉଥିବାର ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କର ଏକ ଫଟୋ ।

ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପିଙ୍କ କଲର ସାଲୱାର ସୁଟ ପିନ୍ଧି ଖୁବ୍ ସୁନ୍ଦର ନଜର ଆସୁଛନ୍ତି । ଏହାସହ ସେ ଖୁଲାସା କରିଛନ୍ତି ଯେ ତାଙ୍କର ଏହି ସୁନ୍ଦର ଫଟୋ ବାପା ଉଠାଇଛନ୍ତି ବୋଲି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ତୁମର ବାପା ତୁମର ପରଫେକ୍ଟ ଚା' ସମୟର ଫଟୋ କ୍ୟାପଚର କରନ୍ତି ଏବଂ ତୁମେ ତାଙ୍କୁ ଫ୍ରେମରୁ ବାହାର କରିବାକୁ କୁହ କିନ୍ତୁ ତୁମେ ତାହା କରନାହିଁ କାରଣ ଝିଅ ।’

ପ୍ରକାଶ ଥାଉକି ଶେଷଥର ଅନୁଷ୍କା ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ । ତାଙ୍କ ସହ ପରଦାରେ ରୋମାନ୍ସ କରିଥିଲେ କିଙ୍ଗ ଖାନ ଶାହରୁଖ । ସେହିପରି କ୍ୟାଟ୍ରିନା କୈଫଙ୍କ ଦମଦାର ଅଭିନୟ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା । ଫିଲ୍ମ ବକ୍ସ ଅଫିସରେ ଖାସ୍ ପ୍ରଦର୍ଶନ କରିନଥିଲା । ଯାହାଦ୍ବାରା ଫ୍ଲପ ହୋଇଥିଲା । ହେଲେ ନିକଟରେ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଥିବା ତାଙ୍କ ପ୍ରଯୋଜିତ ୱେବ ସିରିଜ ‘ପାତାଲ ଲୋକ’ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.