ETV Bharat / sitara

ଆଗାମୀ ଫିଲ୍ମ ‘ଡାର୍ଲିଂ’ର ପ୍ରସ୍ତୁତି ଆରମ୍ଭ କଲେ ଆଲିୟା

author img

By

Published : Jun 30, 2021, 12:38 PM IST

ଖୁବଶୀଘ୍ର ଆଉ ଏକ ଫିଲ୍ମ ‘ଡାର୍ଲିଂ’ର ସୁଟିଂ ଆରମ୍ଭ କରିବେ ଆଲିୟା । ଯାହାର ସ୍କ୍ରିପ୍ଟ ପଢୁଥିବାର ନଜର ଆସୁଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: ନିକଟରେ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଗାଙ୍ଗୁବାଇ କାଥିଆୱାଡିର ସୁଟିଂ ଶେଷ କରିଥିଲେ। ମୁମ୍ବାଇର ଜଣେ ରୂପଜୀବୀଙ୍କ ବାସ୍ତବ କାହାଣୀକୁ ନେଇ ଆଧାରିତ ଏହି ଫଲ୍ମ । ଏହି ଫିଲ୍ମ ସୁଟିଂ ଶେଷ କରିସାରି ଆଲିୟା ଇତିମଧ୍ୟରେ ଆରମ୍ଭ କରିଛନ୍ତି ନିଜ ଆଗାମୀ ଫିଲ୍ମର ପ୍ରସ୍ତୁତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ଆଲିୟାଙ୍କ ଆଗାମୀ ଫିଲ୍ମ ସୁପରଷ୍ଟାର ଶାହରୁଖ ଖାନଙ୍କ ହୋମ ପ୍ରଡକ୍ସନରେ ନିର୍ମାଣ ହେଉଥିବା ‘ଡାର୍ଲିଂ’କୁ ନେଇ ଉତ୍ସାହିତ ଫ୍ୟାନ୍ସ । ଫିଲ୍ମ ପ୍ରସ୍ତୁତି ଆରମ୍ଭ ସୂଚନା ଇନଷ୍ଟାଗ୍ରାମ ଷ୍ଟୋରିରେ ଦେଇଛନ୍ତି ଅଭିନେତ୍ରୀ ।

ସେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋ ଆଜିର ଡେଟ ।’ ଯଦି ଏହି ଫିଲ୍ମ ବିଷୟରେ କଥା ହେବା ତାହାଲେ ମା' ଓ ଝିଅର କାହାଣୀକୁ ନେଇ ଆଧାରିତ ଫିଲ୍ମ । ଦୁନିଆରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଏହି ମା' ଝିଅଙ୍କ ପରିସ୍ଥିତି ଫିଲ୍ମରେ ପ୍ରଦର୍ଶିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.