ETV Bharat / sitara

ନେଟଫ୍ଲିକ୍ସରେ କାର୍ତ୍ତିକ କରିବେ ଧମାକା !

author img

By

Published : Mar 2, 2021, 3:24 PM IST

ଆକ୍ସନ ଡ୍ରାମା ଫିଲ୍ମକୁ ନେଇ ଚର୍ଚ୍ଚାରେ କାର୍ତ୍ତିକ ଆର୍ୟନ । ସାମ୍ବାଦିକ ସାଜି ମାଫିଆଙ୍କ ସହ ଲଢିବେ ଅଭିନେତା । ନେଟଫ୍ଲିକ୍ସରେ ରିଲିଜ ହେବ ତାଙ୍କ ଆଗାମୀ ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ମୁମ୍ବାଇ: ବି-ଟାଉନର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ଖୁବଶୀଘ୍ର ଆକ୍ସନ ଅବତାରରେ ନଜର ଆସିବେ । ପ୍ରଥମଥର ପରଦାରେ ଦର୍ଶକ ଦେଖିବାକୁ ପାଇବେ ତାଙ୍କ ଆକ୍ସନ ମୁଡ । ଆଜ୍ଞା ହଁ, ସେ ସତ କାହାଣୀ ଉପରେ ଆଧାରିତ ହେବାକୁ ଯାଉଥିବା ଫିଲ୍ମ ‘ଧମାକା’ରେ ଜଣେ ସାମ୍ବାଦିକ ଭାବେ ଅଭିନୟ କରୁଥିବାର ଦେଖାଯିବେ ।

ଯାହାକୁ ନେଇ ଏକ୍ସାଇଡେଟ ତାଙ୍କ ଫ୍ୟାନ୍ସ । ଇତିମଧ୍ୟରେ ସାମ୍ନାକୁ ଆସିଯାଇଛି ଫିଲ୍ମ ରିଲିଜକୁ ନେଇ ନୂଆ ଖବର । ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ ଫିଲ୍ମ । ଯାହାର ସୂଚନା ଦେଇଛନ୍ତି ନିଜେ କାର୍ତ୍ତିକ ।

ସେ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ଟିଜର ଭିଡିଓ ସେୟାର କରି ଲେଖିଛନ୍ତି, ‘ମୁଁ ଅର୍ଜୁନ ପାଠକ । ଯାହା ବି କହିବି ସତ କହିବି । ଖବୁଶୀଘ୍ର ଆସିବ ଧମାକା। କେବଳ ନେଟଫ୍ଲିକ୍ସରେ ।’ ପ୍ରକାଶ ଥାଉକି ଏହି ଫିଲ୍ମ ବ୍ୟତୀତ କାର୍ତ୍ତିକଙ୍କୁ ହରର ଡ୍ରାମା ଫିଲ୍ମ ‘ଭୁଲ ଭୁଲୈୟା 2’, ‘ଦୋସ୍ତାନା 2’ରେ ମଧ୍ୟ ଦେଖିବାକୁ ମିଳିବ । ଏବର୍ଷ ବ୍ୟାକ ଟୁ ବ୍ୟାକ ରିଲିଜ ହେବ ତାଙ୍କ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.