ETV Bharat / sitara

ବଲିଉଡରେ ଓଡ଼ିଆ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ

ଓଡିଆର ପପୁଲାର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏବେ ବଲିଉଡରେ ଦେଇଛନ୍ତି ପାଦ । ଫିଲ୍ମ ‘ଲଭ ୟୁ ଟନ୍’ର ଗୀତ କମ୍ପୋଜ କରିଛନ୍ତି ପ୍ରେମ ଆନନ୍ଦ ।

author img

By

Published : Jul 12, 2019, 6:48 AM IST

ଫଟୋ ସୌଜନ୍ୟ: ସୋସିଆଳ ମିଡିଆ

ଭୁବନେଶ୍ବର: ଓଡ଼ିଆ ସିନେଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏବେ ବଲିଉଡରେ ଏଣ୍ଟ୍ରି କରିଛନ୍ତି । ‘ଲଭ ୟୁ ଟନ’ ନାମକ ଏକ ହିନ୍ଦୀ ଫିଲ୍ମର ଦୁଇଟି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଟି ଅଗଷ୍ଟରେ ରିଲିଜ ହେବ ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦୁଇଟି ଗୀତ ରୋମାଣ୍ଟିକ ହୋଇଥିବା ବେଳେ ଗୀତକୁ ଗାଇଛନ୍ତି ଗାୟକ ମୋହିତ ଚୌହାନ ଓ ଗାୟିକା ଅଦିତି ପୌଲ। ସୂଚନାଯୋଗ୍ୟ, ପ୍ରେମ ଆନନ୍ଦ ବର୍ତ୍ତମାନ ସୁଦ୍ଧା 64ଟି ଓଡ଼ିଆ ଫିଲ୍ମ ପାଇଁ ମ୍ୟୁଜିକ କମ୍ପୋଜ କାରିସାରିଛନ୍ତି ।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବଲିଉଡ ରେ ଓଡ଼ିଆ ସଂଗୀତ ନିର୍ଦେଶକ ପ୍ରେମ ଆନଂଦ ଙ୍କ ଏଣ୍ଟ୍ରି

Body:ଓଡ଼ିଆ ଜଗତ ର ଜଣାଶୁଣା ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ଏବେ ଏଣ୍ଟ୍ରି ବକରିଛନ୍ତି ବଲିଉଡ କୁ। ଲବ ୟୁ ଟନ ନାମକ ଏକ ହିନ୍ଦୀ ଫିଲ୍ମ ରେ ସେ ଦୂଇ ଟି ଗୀତ କୁ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ଟି ଅଗଷ୍ଟ ରେ ରିଲିଜ ହେବ ବୋଲି ଜଣାପଡିଛି। ଦୁଇଟି ଗୀତ ରେମାଣ୍ଟିକ ହୋଇଥିବା ବେଳେ ଗୀତ bacon mein apne tum ଗୀତ କୁ ଗାଇଛନ୍ତି ଗାୟକ ମେହିତ ଚୌହାନ ଓ ଗାୟିକା ଅଦିତି ପାଉଲ। ଏଠି ସୂଚନାଯୋଗ୍ୟ ଯେ ପ୍ରେମ ଆନଂଦ ବର୍ତ୍ତମାନ ଶୁଦ୍ଧା 64 ଟି ଓଡ଼ିଆ ଫିଲ୍ମ ପାଇଁ ମ୍ୟୁଜିକ କମ୍ପେଜ କାରିଥାନ୍ତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.