ETV Bharat / sitara

ପୁଣି ଚର୍ଚ୍ଚାରେ ବିପାଶାଙ୍କ ଗର୍ଭବତୀ ଖବର

ସୋସିଆଲ ମିଡିଆରେ ଘୁରି ବୁଲୁଛି ବିପାଶା ଓ କରନଙ୍କ ଦୀପାବଳି ପାର୍ଟିର ଅନେକ ଫଟୋ । କିନ୍ତୁ ଫଟୋଠୁ ଅଧିକ ଚର୍ଚ୍ଚାରେ ତାଙ୍କ ଗର୍ଭବତୀ ଖବର ।

author img

By

Published : Oct 26, 2019, 1:01 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶା ବାସୁ

ମୁମ୍ବାଇ: ବଲିଉଡରେ ଏବେଠାରୁ ଦୀପାବଳି ପାର୍ଟି ଆରମ୍ଭ ହୋଇଯାଇଛି । ଫେମସ ପ୍ରଯୋଜକ ରମେଶ ତୋରାନୀ ଦୀପାବଳି ସେଲିବ୍ରେଶନ ପାଇଁ ନିଜ ଘରେ ପ୍ରି-ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ସଲମାନ ଖାନ ଓ ସୋନାକ୍ଷୀ ସିହ୍ନା ସମେତ ଅନେକ ଷ୍ଟାର୍ସ ସାମିଲ ହୋଇଥିବାର ନଜର ଆସିଛନ୍ତି । ବି-ଟାଉନର ହଟ୍ ଅଭିନେତ୍ରୀ ବିପାଶା ବାସୁ ମଧ୍ୟ ସ୍ବାମୀ, ଅଭିନେତା କରନ ସିଂ ଗ୍ରୋବରଙ୍କ ସହ ଦେଖାଯାଇଥିଲେ ।

ଟ୍ରାଡିଶନାଲ ଆଉଟଫିଟରେ ପରଫେକ୍ଟ କପଲ ଲୁକ ପରି ନଜର ଆସିଥିଲେ ଏହି ଯୋଡି । କିନ୍ତୁ ବର୍ତ୍ତମାନ ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାର୍ଟିରେ ବିପାଶା ଗ୍ରେ କଲର ସରାର ପିନ୍ଧିଥିବାବେଳେ କରନ ବ୍ଲାକ କଲର ଧୋତୀ-ର୍କୁତା ଏବଂ ଗ୍ରେ ରଙ୍ଗର ଜ୍ୟାକେଟ କ୍ୟାରି କରିଥିଲେ । ଭାଇରାଲ ହୋଇଥିବା ଫଟୋ ସହ ବିପାଶାଙ୍କ ଗର୍ଭବତୀ ଖବର ଏବେ ଜୋର ଧରିଛି । କାରଣ କିଛି ୟୁଜର୍ସ ଫଟୋ ଦେଖି ବିପାଶାଙ୍କ ଗର୍ଭବତୀ ଥିବା କଥା ଉଠାଇଛନ୍ତି ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶା ବାସୁ

ଅନ୍ୟପଟେ ଆଉ କିଛି ୟୁଜର୍ସ କହିଛନ୍ତି କି ବିପାଶା ଡ୍ରେସ ଏବଂ କ୍ୟାମେରା ଆଙ୍ଗେଲ ପାଇଁ ଗର୍ଭବତୀ ପରି ଲାଗୁଛନ୍ତି । ସେହିପରି କିଛି ୟୁଜର୍ସ କହିଛନ୍ତି ବିପାଶା ନିଜ ହାତ ରଖି ନିଜ ବେବି ବମ୍ପ ଲୁଚାଇଛନ୍ତି ଫଟୋରେ । ପ୍ରକାଶ ଥାଉକି ଏହାପୂର୍ବରୁ ମଧ୍ୟ ତାଙ୍କ ଗର୍ଭବତୀ ଖବର ଜୋର ଧରିଥିଲା । କିନ୍ତୁ ଏହି ଖବରକୁ ଖଣ୍ଡନ କରି ପ୍ରତିକ୍ରିୟା ଦେଇଥିଲେ ବିପାଶା । 2016ରେ ବିପାଶା, କରନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.