ETV Bharat / sitara

ଆସନ୍ତା ଫେବୃଆରୀରେ ବିଗ ବସ ଫିନାଲେ

ପ୍ରଥମଥର ବିଗ ବସ ସିଜନ 13ର ଏପିସୋଡକୁ ଆହୁରି ଅଧିକ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ମେକର୍ସ । ତିନି ମାସ ପରିବର୍ତ୍ତେ 5 ମାସ ଚାଲିବ ଏହି ଶୋ । ସେହିପରି ଆସନ୍ତା ଫେବୃଆରୀରେ ଏହାର ଫିନାଲେ ଏପିସୋଡ ଦେଖିବାକୁ ପାଇବେ ଦର୍ଶକ ।

bigg boss season 13
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : Nov 28, 2019, 2:49 AM IST

ମୁମ୍ବାଇ: ଛୋଟ ପରଦାର ରିୟାଲିଟି ଶୋ ବିଗ ବସରେ ପ୍ରତିଯୋଗୀଙ୍କ ମଧ୍ୟରେ ଲଢେଇ ଏବଂ ପ୍ରେମ ଏକ ସାଧାରଣ କଥା । ପ୍ରତିଯୋଗୀଙ୍କ ଏହି ଅନ୍ଦାଜ ଦର୍ଶକଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଥାଏ । ସଲମାନ ଖାନଙ୍କ ବିବାଦୀୟ ଶୋ ବିଗ ବସ ସିଜନ 13 ଆଗକୁ ଆହୁରି ଶାନଦାର ଦେବାକୁ ଯାଉଛି । କିନ୍ତୁ ଏବେ ଠାରୁ ଦର୍ଶକଙ୍କ ମଧ୍ୟରେ ଶୋ ହିଟ୍ ହୋଇସାରିଲାଣି । ଟିଆରପି ମାମଲାରେ ମଧ୍ୟ ବିଗ ବସ ସିଜନ 13 ଟପରେ ଅଛି ।

ଶୋର ବଢୁଥିବା ଟିଆରପି ଦେଖି ମେକର୍ସ ଶୋର ସମୟ ସୀମା ବଢାଇବାକୁ ନିଷ୍ପତ୍ତି ନେଇସାରିଛନ୍ତି । ସାଧାରଣତଃ ବିଗ ବସ ଶୋ ତିନି ମାସ ଚାଲିଥାଏ । କିନ୍ତୁ ବିଗ ବସ 13 ଏବେ 5 ମାସ ଚାଲିବ । କିନ୍ତୁ ଶୋର ହୋଷ୍ଟ ସଲମାନ ଏଯାବତ ଏହାର ଅଧିକାରୀକ ଘୋଷଣା କରିନାହାଁନ୍ତି । ସେ ନିଜ ଆଗାମୀ ଫିଲ୍ମ ସୁଟିଂକୁ ନେଇ ଖୁବ୍ ବ୍ୟସ୍ତ ଥିଲେ । ଏ ଖବର ମଧ୍ୟ ସାମ୍ନାକୁ ଆସିନାହିଁ ଯେ ସଲମାନ ପାଞ୍ଚ ମାସ ପର୍ଯ୍ୟନ୍ତ ଶୋର ହୋଷ୍ଟିଂ କରିବେ କି ନାହିଁ ।

ଅନ୍ୟପଟେ କିନ୍ତୁ ଶୋର ଫିନାଲେ ନେଇ ସୂଚନା ସାମ୍ନାକୁ ଆସିଯାଇଛି । ପ୍ରକାଶ ଥାଉକି ବିଗ ବସ ଫିନାଲେ ଆସନ୍ତା ବର୍ଷ ଫେବୃଆରୀ 16ରେ ସୁଟ କରାଯିବ । ପ୍ରଥମଥର ପାଇଁ ବିଗ ବସ ଶୋକୁ ଅଧିକ ସମୟ ବଢାଯିବାର ନିଷ୍ପତ୍ତି ନିଆଯାଇଛି । ଯାହା ଏକ ଚର୍ଚ୍ଚାର ବିଷୟବସ୍ତୁ ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.