ETV Bharat / sitara

ନିଜକୁ ପ୍ରେମ କରିବା ଶିଖାଉଛି ବାଲା: ଭୂମି ପେଡେନକର - ଭୂମି ପେଡନେକଙ୍କ କମେଡି ଫିଲ୍ମ ବାଲା

ଆସନ୍ତା ଗୁରୁବାର ରିଲିଜ ହେବାକୁ ଯାଉଛି ଆୟୁଷ୍ମାନଙ୍କ ଚର୍ଚ୍ଚିତ ଫିଲ୍ମ ‘ବାଲା’। ପ୍ରଥମଥର ଚନ୍ଦା ବ୍ୟକ୍ତି ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ ସେ । ‘ବାଲା’ର ବାସ୍ତବତାକୁ ନେଇ ମୁହଁ ଖୋଲିଲେ ଭୂମି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର
author img

By

Published : Nov 6, 2019, 8:32 PM IST

ମୁମ୍ବାଇ: ଏବେ ବହୁପ୍ରତୀକ୍ଷିତ ଫିଲ୍ମ ‘ବାଲା’ ରିଲିଜକୁ ଆଉ କିଛି ଘଣ୍ଟା ବାକି ଅଛି। ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଏହି ଫିଲ୍ମ ଦେଖିବାକୁ ଦର୍ଶକ ବ୍ୟାକୁଳ । ଭିନ୍ନ ଭୂମିକାରେ ସବୁବେଳେ ଅଭିନୟ କରିବାକୁ ନେଇ ଚର୍ଚ୍ଚିତ ଆୟୁଷ୍ମାନ ଏଥର ମଧ୍ୟ ମଜାଦାର କାହାଣୀ ସହ ପରଦରେ ନଜର ଆସିବେ । ‘ବାଲା’ରେ ଆୟୁଷ୍ମାନ ଯେଉଁଠାରେ ଜଣେ ଚନ୍ଦା ବ୍ୟକ୍ତି ଭୂମିକାରେ ନଜର ଆସିବେ, ସେହିଠାରେ ଭୂମି ଜଣେ ଛୋଟ ସହରର କଳା ଝିଅ ଭୂମିକାରେ ଦେଖାଯିବେ। ଏହି ଦୁଇଜଣଙ୍କ ବ୍ୟତୀତ ଫିଲ୍ମରେ ୟାମୀ ଗୌତମ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ଫିଲ୍ମ ରିଲିଜ ପୂର୍ବରୁ ଭୂମିଙ୍କ କିଛି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ସାକ୍ଷାତକାରରେ ସେ ଯୋଗ ଦେଇ ଖୁଲାସା କରିଛନ୍ତି ଯେ ସବୁ ଜିନିଷରେ କୌଣସି ନା କୌଣସି ଖରାପ ବାହାର କରିବା ଏହି ଜଜମେଣ୍ଟାଲ ସମାଜରେ, ଆତ୍ମାସମ୍ମାନ ଏବଂ ନିଜକୁ ପ୍ରେମ କରିବା କେତେ ମହତ୍ବପୂର୍ଣ୍ଣ । ତାହା ତାଙ୍କ ଆଗାମୀ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ । ଏହାସହ ଫିଲ୍ମରେ ସମାଜର ସେହିପରି ବ୍ୟକ୍ତିଙ୍କୁ ଶାନଦାର ମେସେଜ ମଧ୍ୟ ଦେବାକୁ ଚେଷ୍ଟା କରାଯାଇଛି । ଯେଇଁମାନେ ସବୁ ଜିନିଷକୁ ଖରାପ କହୁଛନ୍ତି।

ନିଜ ପ୍ରଥମ ଫିଲ୍ମରୁ ସେ ଅନୁଭବ କରିଥିଲା ଯେ ବାସ୍ତବରେ ଯେଉଁ ଭଳି ଫିଲ୍ମ ସେ କରିବାକୁ ଚାହୁଁଛନ୍ତି, ତାହା କେବେଳ ମନୋରଞ୍ଜନଭିତ୍ତିକ ହେବା ଦରକାର। ଭିନ୍ନ ହେବା ସହ ବାସ୍ତବ ସମସ୍ୟାକୁ ଦର୍ଶକଙ୍କୁ ଦେଖାଇପାରିବ। ଯାହା ତାଙ୍କ ଦର୍ଶକଙ୍କୁ ପୁରା ରୂପେ ଏକ ଭାବନାତ୍ମକ ଯାତ୍ରାରେ ନେଇଯିବ । ସମାଜର ସେହି ବିଷୟରେ ତାଙ୍କୁ ଭାବିବାକୁ ମଧ୍ୟ ବାଧ୍ୟ କରିବ । ‘ବାଲା’ ଫିଲ୍ମ ଚୟନ କରିବାର ମହତ୍ବପୂର୍ଣ୍ଣ କାରଣ ଏହା ହିଁ ଥିଲା ବୋଲି କହିଛନ୍ତି ଭୂମି।

ଖାଲି ଏତିକି ନୁହେଁ ସେ ଆହୁରି କହିଥିଲେ ଯେ ତାଙ୍କ ଭୂମିକା ଆମ ସମାଜରେ ଚାଲିଥିବା ରଙ୍ଗ ଭେଦଭାବକୁ ନେଇ ପର୍ଯ୍ୟବେସିତ। ତାଙ୍କ ଭୂମିକା ଜଣେ କଳା ଝିଅର ଯିଏ ବହୁତ ସୁନ୍ଦର ମଧ୍ୟ। କନଫିଡେଣ୍ଟ, ପରଫେକ୍ଟ ଏବଂ ଆଉ ନିଜ ଭିତରେ ସବୁ କିଛି। ତଥାପି ସମାଜର ଲୋକଙ୍କୁ କଳା ଝିଅ ଏତେ ପସନ୍ଦ ଆସନ୍ତି ନାହିଁ । ତେଣୁ ଆମ ଦେଶକୁ ଜାଗ୍ରତ ହେବାର ଆବଶ୍ୟକ ଅଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.