ETV Bharat / sitara

325 କୋଟି କ୍ଲବରେ 'ଭାରତ'

ସଲମାନ ଖାନଙ୍କ 'ଭାରତ' ଫିଲ୍ମ ଓପନିଂ ଡେରେ ଶାନଦାର କଲେକ୍ସନ କରି ନୂଆ ରେକର୍ଡ ସୃଷ୍ଟି କରିଥିଲା । ଫିଲ୍ମଟି ଦେଶ ବ୍ୟତୀତ ବିଶ୍ବସ୍ତରରେ 70ଟି ଦେଶରେ 1300 ସ୍କ୍ରିନି୍ସରେ ରିଲିଜ କରାଯାଇଥିଲା ।

author img

By

Published : Jun 26, 2019, 10:12 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଇଦରେ ରିଲିଜ ହୋଇଥିବା ସୁଲତାନଙ୍କ 'ଭାରତ' ବକ୍ସ ଅଫିସରେ ଜବରଦସ୍ତ ଆୟ କରି ଦର୍ଶକଙ୍କ ମଧ୍ୟରେ ଛାଇ ଯାଇଥିଲା । ଫିଲ୍ମ ବର୍ତ୍ତମାନ ବିଶ୍ବସ୍ତରରେ 325 କୋଟି କଲେକ୍ସନ କରି ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି ।

ଫିଲ୍ମର ଅଧିକାରୀକ ଆକାଉଣ୍ଟରେ ଏହି ଆୟର ବିବରଣୀ ଦିଆଯାଇଛି । ଏହାସହ ଫ୍ୟାନ୍ସଙ୍କୁ ମଧ୍ୟ ଫିଲ୍ମ ଟିମ ତରଫରୁ ଧନ୍ୟବାଦ ଜଣାଯାଇଛି । ଅନ୍ୟପଟେ ଫିଲ୍ମ କ୍ରିଟିକ୍ସଙ୍କ 'ଭାରତ'କୁ 3ରୁ 5 ମଧ୍ୟରେ ଷ୍ଟାର ଦେଇଛିନ୍ତି ।

ଖାଲି ଏତିକି ନୁହେଁ ସଲମାନଙ୍କ ପୂର୍ବ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗି ଦେଇଛି ଏହି ଫିଲ୍ମ । ଏଯାବତ ରିଲିଜ ଫିଲ୍ମ ମଧ୍ୟରେ ସଲମାନଙ୍କ ଓପନିଂ ଡେ ଆୟରେ ଟପରେ 'ପ୍ରେମ ରତନ ଧନ ପାୟୋ' ଥିଲା । ଏହି ଫିଲ୍ମଟି 40.35 କୋଟି ଆୟ କରିଥିଲା ।

ଅନ୍ୟପଟେ 'ଭାରତ' ରିଲିଜର ପ୍ରଥମଥ ଦିନରେ ହିଁ 'ପ୍ରେମ ରତ ଧନ ପାୟୋ'ର ରେକର୍ଡ ଭାଙ୍ଗିଥିଲା । ପ୍ରକାଶ ଥାଉକି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଥିଲେ ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫର । ସଲମାନଙ୍କ ବ୍ୟତୀତ ଫିଲ୍ମରେ କ୍ୟାଟ୍ରିନା କୈଫ, ତବ୍ବୁ, ଦିଶା ପଟାନୀ, ଜ୍ୟାକ୍ରି ଶଫ୍ର ଓ ସୁନୀଲ ଗ୍ରୋୱର ନଜର ଆସିଥିଲେ ।

Intro:Body:

FGDFGS

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.