ETV Bharat / sitara

ଟାଇଗରଙ୍କ ପୂର୍ବରୁ ପାର୍ଥଙ୍କୁ ଡେଟ କରୁଥିଲେ ଦିଶା - relationship

ଦିଶା ପଟାନୀ ଖୁବ୍ ଶୀଘ୍ର ସଲମାନ ଖାନଙ୍କ ଅପକମିଂ ଫିଲ୍ମ 'ଭାରତ'ରେ ନଜର ଆସିବେ । ଏହି ସମୟରେ ଫିଲ୍ମର ଗୋଟିଏ ଗୀତ 'ସ୍ଲୋ ମୋଶନ'ରେ ସଲମାନଙ୍କୁ କିସ୍ କରିବାକୁ ନେଇ ସେ ଚର୍ଚ୍ଚାରେ । ଏହାସହ ନିଜ ଏକ୍ସ ବୟଫ୍ରେଣ୍ଡ ସହ ବ୍ରେକଅପକୁ ନେଇ ମଧ୍ୟ ଚର୍ଚ୍ଚାରେ ଆସିଛନ୍ତି ।

ଡିଜାଇନ ଫଟୋ
author img

By

Published : May 15, 2019, 11:47 PM IST

ମୁମ୍ବାଇ: 'ବାଗି-2' ଅଭିନେତ୍ରୀ ଅର୍ଥାତ୍ ଟାଇଗର ଶ୍ରଫଙ୍କ ଗାର୍ଲଫ୍ରେଣ୍ଡ ଦିଶା ପଟାନୀ ନିଜ ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ପ୍ରାୟତଃ ସୋସିଆଲ ମିଡିଆରେ ସେ ନିଜ ୱାର୍କଆଉଟ ଭିଡିଓ ଏବଂ ହଟ୍ ଫଟୋ ସେୟାର କରୁଥିବାର ନଜର ଆସିଥାଆନ୍ତି ।

ଇତିମଧ୍ୟରେ ତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ସେ ଟାଇଗରଙ୍କ ପୂର୍ବରୁ ଆଉ ଏକ ଅଭିନେତାଙ୍କ ପ୍ରେମରେ ଦିୱାନୀ ଥିଲେ । ଆଜ୍ଞା ହଁ, ଛୋଟ ପରଦାର ଲୋକପ୍ରିୟ ଧାରାବାହିକ 'କସୌଟି ଜିନ୍ଦେଗୀ-2'ର ଅଭିନେତା ପାର୍ଥ ସମଥାନଙ୍କ ସହ ରିଲେସନରେ ଥିଲେ ଦିଶା ।

ଦୁଇଜଣଙ୍କ ରିଲେସନଶିପ ବେଶୀ ଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା । ଏବେ ଦୁଇଜଣଙ୍କ ବ୍ରେକଅପ କାରଣ ଶୁଣିବାକୁ ମିଳୁଛି । ରିପୋର୍ଟ ଅନୁଯାୟୀ ଦିଶା ଓ ପାର୍ଥଙ୍କ ଅଲଗା ହେବା ପଛର କାରଣ ଛୋଟ ପରଦାର ପ୍ରଯୋଜକ ବିକାଶ ଗୁପ୍ତାଙ୍କୁ କୁହାଯାଇଛି ।

କାରଣ ଦିଶାଙ୍କୁ ପାର୍ଥ ଓ ବିକାଶଙ୍କ ସମ୍ପର୍କ ବିଷୟରେ ଜଣାପଡିଯାଇଥିଲା । ତେଣୁ ସେ ପାର୍ଥଙ୍କ ସହ ନିଜ ରିଲେସନ ଭାଙ୍ଗି ଦେଇଥିଲେ । ଅନ୍ୟପଟେ ବିକାଶ ଓ ପାର୍ଥ ସମଲିଙ୍ଗୀ ରିଲେସନଶିପରେ ଥିଲେ ।

Intro:Body:

dfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.