ETV Bharat / sitara

ମୃତ୍ୟୁ ଏମିତି ବି ଆସେ ! ବ୍ୟାୟାମ କରୁ କରୁ ଚାଲିଗଲା ଅମିତଙ୍କ ଜୀବନ - bandish-bandits-actor-amit-mistry-passes

ଲୋକପ୍ରିୟ ଟିଭି ତଥା ବଲିଉଡ ଅଭିନେତା ଅମିତ ମିସ୍ତ୍ରି ଶୁକ୍ରବାର ସକାଳେ ତାଙ୍କ ବାସଭବନରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଅଧିକ ପଢନ୍ତୁ...

bandish-bandits-actor-amit-mistry-passes-away-due-to-cardiac-arrest
ମୃତ୍ୟୁ ଏମିତି ବି ଆସେ ! ବ୍ୟାୟାମ କରୁ କରୁ ଚାଲିଗଲା ଅମିତଙ୍କ ଜୀବନ
author img

By

Published : Apr 23, 2021, 3:56 PM IST

ମୁମ୍ବାଇ: ଶୁକ୍ରବାର କଳା ଜଗତରୁ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ଲୋକପ୍ରିୟ ଟିଭି ତଥା ବଲିଉଡ ଅଭିନେତା ଅମିତ ମିସ୍ତ୍ରି ଶୁକ୍ରବାର ସକାଳେ ତାଙ୍କ ବାସଭବନରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।

ଅଭିନେତାଙ୍କ ମ୍ୟାନେଜର ମହର୍ଷି ଦେଶାଇଙ୍କ ଅନୁଯାୟୀ, ଅଭିନେତା ଅନ୍ଧେରି ୱେଷ୍ଟରେ ଥିବା ତାଙ୍କ ବାସଭବନରେ ସକାଳ ପ୍ରାୟ 9:30 ସମୟରେ ମୃତ୍ୟୁ ବରଣ କରିଛନ୍ତି । ବ୍ୟାୟାମ କରୁଥିବାବେଳେ ଅଭିନେତା ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।

ଅମିତଙ୍କର ହଠାତ୍ ଦେହାନ୍ତ ଖବର ଶୁଣି ବଲିଉଡ ଇଣ୍ତଷ୍ଟ୍ରି ଚକିତ ହୋଇଯାଇଛନ୍ତି । ବହୁ ସେଲିବ୍ରିଟି ସ୍ବର୍ଗତ ଅଭିନେତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ଅଭିନେତ୍ରୀ କୁବ୍ରା ସେତ ଟ୍ବିଟ୍ କରି କହିଛନ୍ତି ଯେ, ତୁମେ ସବୁବେଳେ ମନେପଡିବ ।

bandish-bandits-actor-amit-mistry-passes-away-due-to-cardiac-arrest
ମୃତ୍ୟୁ ଏମିତି ବି ଆସେ ! ବ୍ୟାୟାମ କରୁ କରୁ ଚାଲିଗଲା ଅମିତଙ୍କ ଜୀବନ

ଗୀତିକାର ସ୍ବାନନ୍ଦ କିରର୍କିରେ ଟ୍ବିଟରରେ ଲେଖିଛନ୍ତି, ଅମିତ ମିସ୍ତ୍ରି ? ନା ... ଏହା ଅବିଶ୍ବସନୀୟ । ସେ ଜଣେ ଚମତ୍କାର ଅଭିନେତା ଥିଲେ ।

ଅମିତ ଗୁଜୁରାଟୀ ଥିଏଟର ଏବଂ ଚଳଚ୍ଚିତ୍ର ସର୍କିଟରେ ଫେମସ ଥିଲେ । ସେ ଶୋର ଇନ ଦ ସିଟି, ଏକ ଚାଲିସ୍ କି ଲାଷ୍ଟ ଲୋକାଲ୍, ୟମଲା ପଗଲା ଦିୱାନା ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା । ଏଥିସହିତ ସେ 'ସାଥ ଫେରା କି ହେରା ଫେରି', 'ତେନାଲି ରମା', 'ମ୍ୟାଡାମ୍ ସାର୍' ଭଳି ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.