ETV Bharat / sitara

'ନେସନାଲ ପେଟ ଡେ' ସେଲିବ୍ରେଟ କଲେ ଷ୍ଟାର୍ସ

ଆଜି ବି-ଟାଉନ ଷ୍ଟାର୍ସ ଶାନଦାର ରୂପେ 'ନେସନାଲ ପେଟ ଡେ' ସେଲିବ୍ରେଶନ କରିଛନ୍ତି । ଏହି ଅବସରରେ ଷ୍ଟାର୍ସ ନିଜ ନିଜର ପୋଷା ଜୀବଜନ୍ତୁଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କୁ 'ନେସନାଲ ପେଟ ଡେ'ର ୱିଶ କରିଛନ୍ତି ।

author img

By

Published : Apr 11, 2019, 9:40 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆରମ୍ଭ ହୋଇଯାଇଛି । ଯାହାଦ୍ବାରା ନିର୍ବାଚନର ମହଲରେ ହଜିଯାଇଛନ୍ତି ଦେଶବାସୀ । ଅନ୍ୟପଟେ ସେହିପରି ଆଜି କିଛି ଲୋକେ ପାଳନ କରୁଛନ୍ତି 'ନେସନାଲ ପେଟ ଡେ' । ଏଥିରୁ ବାଦ ପଡିନାହାଁନ୍ତି ବି-ଟାଉନ ଷ୍ଟାର୍ସ । ସୋସିଆଲ ମିଡିଆରେ ନିଜ ପୋଷା ଜୀବଜନ୍ତୁ ପାଇଁ ପ୍ରେମ ଜାରି କରିଥିବାର ନଜର ଆସିଛନ୍ତି ଷାର୍ସ ।

ସର୍ବପ୍ରଥମେ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ନେନେ ନିଜ ପୋଷା ଡଗି ସହ ଶାନଦାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ମାଧୁରୀ ଡଗିକୁ ସ୍ନେହ କରୁଥିବାର ନଜର ଆସୁଛନ୍ତି । ଯାହାର କ୍ୟାପସନରେ ଲେଖା ହୋଇଛି, "Happy National Pet Day".

ସେହିପରି 'ଲୁକାଛୁପି' ଅଭିନେତ୍ରୀ କୃର୍ତ୍ତି ସାନନ ମଧ୍ୟ ନିଜ କ୍ୟୁଟ ପପି ସହ କ୍ୟୁଟ ବାଲା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସବୁଠାରୁ ମଜାଦାର ହେଲା ତାଙ୍କ ପପିର ନାମ ଡିସ୍କୋ ବୋଲି ଜଣାଇଛନ୍ତି କୃର୍ତ୍ତି । ସେ ନିଜର ପୁରୁଣ ଫଟୋ ସେୟାର କରି ପାଳନ କରିଛନ୍ତି 'ନେସନାଲ ପେଟ ଡେ' ।

ଅନ୍ୟପଟେ ସୁନ୍ଦରୀ ଦିୟା ମିର୍ଜା ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବାହାରେ ବୁଲୁଥିବା ଏକ କୁକୁରକୁ ସ୍ନେହ କରୁଥିବାର ଦେଖାଯାଇଛନ୍ତି । ଦିୟାଙ୍କ ଏହି ଫଟୋଟି ସେହି ସମୟର ଯେତେବେଳେ ହିମାଞ୍ଚଳ ପ୍ରଦେଶରେ ଫିଲ୍ମ ସୁଟିଂ କରୁଥିଲେ । ଜଣାଇ ଦେଉଛୁ ଯେ ଦିୟା ନିକଟରେ ନିଜ ପ୍ରଥମ ୱେବ ସିରିଜ 'କାଫିର'ର ସୁଟିଂ ଆରମ୍ଭ କରିଛନ୍ତି ।

Intro:Body:

smruti

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.