ନୂଆଦିଲ୍ଲୀ: ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଆଗାମି ଫିଲ୍ମ 'ଆର୍ଟିକଲ-15'ର ସୁଟିଂ ଶେଷ କଲେ ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନା । ଆୟୁଷ୍ମାନଙ୍କ ଅନୁଯାୟୀ ଏହି ଫିଲ୍ମଟି ଭାରତୀୟ ସିନେମାର ସବୁଠାରୁ ମହତୂପୂର୍ଣ୍ଣ ଏବଂ ପ୍ରାସଙ୍ଗିକ ଫିଲ୍ମ ହେବାକୁ ଯାଉଛି । ଏହାର ସୂଚନା ଆୟୁଷ୍ମାନ ଆଜି ଟ୍ବିଟର ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏହାସହ ତାଙ୍କୁ ଏପରି ଗୁରୁତ୍ବପୂର୍ଣ୍ଣ ଫିଲ୍ମରେ ଅଭିୟନ କରିବାର ସୁଯୋଗ ଦେଇଥିବାରୁ ସେ ଅନୁଭବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
-
Wrapped up a film which will become the most relevant and important film of Indian cinema. Thank you @anubhavsinha sir for giving me this gem and also writing the most real cop role ever. #Article15 pic.twitter.com/W4h83LLuko
— Ayushmann Khurrana (@ayushmannk) April 9, 2019 " class="align-text-top noRightClick twitterSection" data="
">Wrapped up a film which will become the most relevant and important film of Indian cinema. Thank you @anubhavsinha sir for giving me this gem and also writing the most real cop role ever. #Article15 pic.twitter.com/W4h83LLuko
— Ayushmann Khurrana (@ayushmannk) April 9, 2019Wrapped up a film which will become the most relevant and important film of Indian cinema. Thank you @anubhavsinha sir for giving me this gem and also writing the most real cop role ever. #Article15 pic.twitter.com/W4h83LLuko
— Ayushmann Khurrana (@ayushmannk) April 9, 2019
ଫିଲ୍ମଟି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 15 ଧର୍ମ, ବର୍ଣ୍ଣ, ଜାତି, ଲିଙ୍ଗ କିମ୍ବା ଜନ୍ମ ସ୍ଥାନ ଆଧାରର ଭେଦଭାବ ଉପରେ ରୋକ ଲଗାଯିବାର ବିଷୟ ଉପରେ ଆଧାରିତ ।
ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ଈଶା ତଲୱାର, ମନୋଜ ପାହୱା, ସାୟାନୀ ଗୁପ୍ତା, କୁମୁଦ ମିଶ୍ରା, ଏମ. ନାସ୍ସର ଆଶୀଷ ବର୍ମା ଓ ଜୀଶାନ ଆୟୁବ ମଧ୍ୟ ଭୂମିକାରେ ନଜର ଆସିବେ । ମୁଲ୍କ ଫିଲ୍ମର ନିର୍ଦ୍ଦେଶକ ଅନୁଭବ କହିଛନ୍ତି ତାଙ୍କ ଆର୍ଟିକଲ-15 ଇନଭେଷ୍ଟିଗେଟିଭ ଡ୍ରାମା ଫିଲ୍ମ ।