ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଷ୍ଟାରର 'ଚଣ୍ଡିଗଡ଼ କରେ ଆଶିକୀ' ଜୁଲାଇ 9 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଅଭିଷେକ କପୁର ଏହି ରୋମାଣ୍ଟିକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।
ଆୟୁଷ୍ମାନ ଏହି ଚଳଚ୍ଚିତ୍ରରେ ଜଣେ ଆଥଲେଟ୍ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ବାଣୀ କପୁର ଆୟୁଷ୍ମାନ୍ ଙ୍କ ସହ ନଜର ଆସିବେ ।
-
Abhishek Kapoor’s #ChandigarhKareAashiqui starring Ayushmann Khurrana and Vaani Kapoor is all set for a theatrical release on 9th July 2021.
— T-Series (@TSeries) February 19, 2021 " class="align-text-top noRightClick twitterSection" data="
A modern-day love story produced by Bhushan Kumar’s T-Series and Pragya Kapoor’s Guy in the Sky Pictures. pic.twitter.com/h0CiTZMwi9
">Abhishek Kapoor’s #ChandigarhKareAashiqui starring Ayushmann Khurrana and Vaani Kapoor is all set for a theatrical release on 9th July 2021.
— T-Series (@TSeries) February 19, 2021
A modern-day love story produced by Bhushan Kumar’s T-Series and Pragya Kapoor’s Guy in the Sky Pictures. pic.twitter.com/h0CiTZMwi9Abhishek Kapoor’s #ChandigarhKareAashiqui starring Ayushmann Khurrana and Vaani Kapoor is all set for a theatrical release on 9th July 2021.
— T-Series (@TSeries) February 19, 2021
A modern-day love story produced by Bhushan Kumar’s T-Series and Pragya Kapoor’s Guy in the Sky Pictures. pic.twitter.com/h0CiTZMwi9
ଏହି ଚଳଚ୍ଚିତ୍ରଟି ଭୂଷଣ କୁମାରଙ୍କ ଦ୍ବାରା ପ୍ରଡ୍ୟୁସ କରାଯାଇଛି ।
ଉଲ୍ଲେଖନୀୟ କଥା ହେଉଛି, କୋରୋନୋ ମହାମାରୀ ମଧ୍ୟରେ ଅକ୍ଟୋବରରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଥିଲା ଏବଂ ଟିମ ପ୍ରାୟ 48 ଦିନ ମଧ୍ୟରେ ଚଣ୍ଡିଗଡ଼ରେ ଏହି ଫିଲ୍ମର ସୁଟିଂ ଶେଷ କରିଥିଲେ।