ETV Bharat / sitara

ଲକଡାଉନ 2.0: ଜନତାଙ୍କୁ ଆୟୁଷ୍ମାନଙ୍କ ଖାସ୍ ଅପିଲ

author img

By

Published : Apr 15, 2020, 8:37 PM IST

ଦ୍ବିତୀୟଥର ଲକଡାଉନ ପାଳନ କରିବାକୁ ଦେଶବାସୀଙ୍କୁ କହିଲେ ଆୟୁଷ୍ମାନ ଖୁରାନା। ଯାହା 19 ଦିନ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ 21 ଦିନ ପର୍ଯ୍ୟନ୍ତ ଲକଡାଉନ ପାଳନ କରିସାରିଛନ୍ତି ଜନସାଧାରଣ।

ayushmann khurrana
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ବର୍ତ୍ତମାନ ଦେଶରେ ଦ୍ବିତୀୟ ଲକଡାଉନ ପର୍ଯ୍ୟାୟ ଚାଲିଛି। ପୂର୍ବରୁ 21 ଦିନ ପର୍ଯ୍ୟନ୍ତ ଏହାକୁ ପାଳନ କରାଯିବା କଥା କୁହାଯାଇଥିଲା। ହେଲେ ଦେଶରେ ବଢୁଥିବା କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ସରକାର ଏହାର ସମୟ ସୀମାକୁ ବୃଦ୍ଧି କରିଛନ୍ତି। ଲକଡାଉନ 2.0ର ସମର୍ଥନ କରିଛନ୍ତି ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା କରାଯାଇଥିବା ଲକଡାଉନ ଘୋଷଣାକୁ ଜନସାଧାରଣକୁ ଏହାର ସମ୍ମାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତାଙ୍କ ଅନୁଯାୟୀ ଘାତକ କୋରୋନା ଭାଇରସକୁ ହରାଇବା ଶକ୍ତି ଆମ ହାତରେ ଅଛି। ଯାହା କେବଳ ଦେଶବାସୀଙ୍କ ଦ୍ବାରା ସମ୍ଭବ ହୋଇପାରିବ। ଏହାସହ ସେ ଜନସାଧାରଣଙ୍କୁ ଲକଡାଉନକୁ ଧୌର୍ଯ୍ୟପୂର୍ବକ ପାଳନ କରିବାକୁ ମଧ୍ୟ ଅପିଲ କରିଛନ୍ତି ।

କେବଳ ଆମେ ଭାରତୀୟ କୋରୋନା ଭାଇରସ ଉପରେ ବିଜୟ ପାଇବାରେ ସାହାଯ୍ୟ କରିପାରିବା । ଆଉ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ମଧ୍ୟ କରିପାରିବା । ଆମକୁ ସହାନୁଭୂତିଶୀଳ ହେବା ଦରକାର। ଏହି ସଂକଳ୍ପକୁ ଦୁର୍ବଳ ହେବାକୁ ଦେବା କଥା ନୁହେଁ। ଭାରତକୁ କୋରୋନା ଭାଇରସରୁ ରକ୍ଷା କରିବା ପାଇଁ ନିଜ ଧ୍ୟାନକୁ କେନ୍ଦ୍ରିତ କରନ୍ତୁ ବୋଲି କହିଛନ୍ତି ଆୟୁଷ୍ମାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.