ETV Bharat / sitara

ଅଟୋ-ବାଓୋଗ୍ରାଫୀ ରିଲିଜ କଲେ ଅନୁପମ ଖେର - lessons life taught me, unknowingly

ନିଜ ଅଟୋ-ବାଓୋଗ୍ରାଫୀ ରିଲିଜ କରିଛନ୍ତି ଅନୁପମ ଖେର । ଲୋକଙ୍କୁ ଆଗକୁ ବଢିବାରେ ପ୍ରୋତ୍ସାହନ କରିବ ବୋଲି କହିଛନ୍ତି ଅନୁପମ ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Jun 23, 2019, 2:27 PM IST

ହାଇଦ୍ରାବାଦ: ଅନୁଭବି କଳାକାର ଅନୁପମ ଖେର ନିଜ ଅଟୋ-ବାଓୋଗ୍ରାଫୀ ରିଲିଜ କରିଛନ୍ତି । ଏହାର ନାଁ ରହିଛି ‘Lessons life taught me, unknowingly’। ତେବେ ଏହା ଲୋକଙ୍କୁ ଠିକ ପଥରେ ଯିବାକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ଅନୁପମ ।

ସେ କହିଥିଲେ,‘ ଛୋଟ ସହରରେ କିମ୍ବା ବଡ ସହରରେ ରହୁଥିବା ବ୍ୟକ୍ତିଙ୍କ ପାଖକୁ ମୁଁ ନିଜ ଅଟୋ-ବାଓୋଗ୍ରାଫୀକୁ ପହଞ୍ଚାଇବାକୁ ଚାହୁଁଛି । ଏହାଦ୍ବାରା ସେମାନେ ପ୍ରେରଣା ପାଇବେ ଓ ନିଜ କାର୍ଯ୍ୟରେ ସଫଳତା ପାଇପାରିବେ ’। ଅନୁପମ ମଧ୍ୟ ଥିଏଟର ‘ କୁଛ ଭି ହୋ ସକତା ହୈ’ ଜରିଆରେ ଲୋକଙ୍କ ପାଖରେ ନିଜ କଥା ପହଞ୍ଚାଇପାରିଥିଲେ ।

anupam kher
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/anupampkher

ସେ ଏହା ମଧ୍ୟ କହିଥିଲେ କି, ଯେତେବେଳେ କୌଣସି ଚରିତ୍ର ପାଇବା ପାଇଁ ସଂଘର୍ଷ କରୁଥିଲେ, ସେତେବଳେ ସେ ଚାର୍ଲି ଚାପଲିନ ଭଳି ବ୍ୟକ୍ତିତ୍ବଙ୍କ ଅଟୋ-ବାଓୋଗ୍ରାଫୀ ପଢିଥିଲେ । କଠିନ ପରିଶ୍ରମରେ ବିଶ୍ବାସ ରଖନ୍ତି ଅନୁପମ ।

ପ୍ରକାଶଥାଉକି, ଅନୁପମ 1984ରେ ଫିଲ୍ମ ‘ସାରାଂଶ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଅଭିନେତା ଅନୁପମ ଖେର ନିଜର 35 ବର୍ଷ ଫିଲ୍ମ ଇଣ୍ଡିଷ୍ଟ୍ରିକୁ ଦେଇଛନ୍ତି । 10 ବର୍ଷ ବୟସରୁ ହିଁ ସେ ନିଜ ବିଷୟରେ ଲେଖିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ଅନୁପମ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.