ETV Bharat / sitara

ବିଗ ବସ ହାଉସରେ ପ୍ରେମ ନିବେଦନ କଲେ ଆସୀମ, ଦେଖନ୍ତୁ ଭିଡିଓ

author img

By

Published : Jan 28, 2020, 4:45 PM IST

ହିଂମାଶୀ ଖୁରାନାଙ୍କ ପ୍ରେମରେ ପାଗଳ ଆସୀମ ରିୟାଜ । ବିବାହ ପାଇଁ ଦେଲେ ଅଫର । ମଙ୍ଗଳବାର ଏପିସୋଡରେ ଦର୍ଶକ ଆସୀମଙ୍କ ପ୍ରେମଭରା ଅନ୍ଦାଜ ଦେଖିବାକୁ ପାଇବେ ।

asim riaz
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ରିୟାଲିଟି ଶୋ ବିଗ ବସ 13ର ବଢୁଥିବା ପପୁଲାରିଟିକୁ ଦେଖି ମେକର୍ସ ବଡ ନିଷ୍ପତ୍ତି ନେଇଛନ୍ତି । ମେକର୍ସଙ୍କ ନିଷ୍ପତ୍ତି ହେଲା ପ୍ରତିଯୋଗୀଙ୍କ ଫ୍ୟାମିଲି ଓ ଫ୍ରେଣ୍ଡସଙ୍କୁ ବିଗ ବସ ହାଉସକୁ ଆଣିବା । ଆଜି(ମଙ୍ଗଳବାର) ଏପିସୋଡରେ ବହୁତ ଖାସ୍ ହେବାକୁ ଯାଉଛି । ହାଉସରେ ଲଢେଇ ପରିବର୍ତ୍ତେ ଆଜି ପ୍ରେମ ବାତାବରଣ ଦେଖିବାକୁ ପାଇବେ ଦର୍ଶକ । ସୋସିଆଲ ମିଡିଆରେ ଶୋ ମେକର୍ସ ଏକ ପ୍ରୋମୋ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଫେମସ ପ୍ରତିଯୋଗୀ ଆସୀମ ରିୟାଜଙ୍କୁ ବିଗ ବସ ହାଉସରେ ସପୋର୍ଟ କରିବା ପାଇଁ ହିଂମାଶୀ ଖୁରାନା ଏଣ୍ଟ୍ରି କରୁଥିବାର ନଜର ଆସୁଛନ୍ତି ।

ଦୀର୍ଘ ସମୟରୁ ଆସୀମଙ୍କ ରାଗ ଦେଖି ଆସୁଥିବା ଦର୍ଶକ ତାଙ୍କ ପ୍ରେମ ଦେଖିବାକୁ ପାଇବେ । କାରଣ ସେ ହିଂମାଶୀଙ୍କୁ ହାଉସରେ ଦେଖି ଖୁସିରେ ପାଗଳ ନଜର ଆସୁଛନ୍ତି । ପ୍ରଥମେ ସେ ହିଂମାଶୀଙ୍କୁ ଆଲିଙ୍ଗନ କରି ପରେ ପ୍ରେମ ନିବେଦନ ମଧ୍ୟ କରିଛନ୍ତି।

ସବୁଠାରୁ ମଜାଦାର କଥା ହେଲେ ଯେ ଆସୀମ ଆଣ୍ଠୁମାଡି ହିଂମାଶୀଙ୍କୁ ପ୍ରଶ୍ନ କରୁଛନ୍ତି, ‘କଣ ତୁମେ ମତେ ବିବାହ କରିବ । ମୁଁ ପୂର୍ବରୁ ଏମିତି କୌଣସି ଝିଅକୁ କହିନାହିଁ । ତୁମେ ପ୍ରଥମ ଝିଅ ଯାହାକୁ ମୁଁ ବହୁତ ପ୍ରେମ କରୁଛି।’ ଆସୀମଙ୍କ ଏପରି କଥା ଶୁଣି ଲାଜେଇ ଯାଇଛନ୍ତି ହିଂମାଶୀ । ଆପଣ ମଧ୍ୟ ଦେଖନ୍ତୁ ଆସୀମଙ୍କ ପାଗଳାମୀ ପ୍ରେମ...

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.