ETV Bharat / sitara

ହିମାଂଶୀଙ୍କୁ ଦେଖି ରୋମାଣ୍ଟିକ ହେଲେ ଆସୀମ, ଭିଡିଓ ଭାଇରାଲ

author img

By

Published : Mar 19, 2020, 5:50 PM IST

ଶାହରୁଖ ଖାନଙ୍କ ସିଗ୍ନେଚର ପୋଜ ଦେଇ ଗାର୍ଲଫ୍ରେଣ୍ଡ ହିଂମାଶୀଙ୍କୁ ଇମ୍ପ୍ରେସ କଲେ ‘ବିଗ ବସ 13’ର ଫାଷ୍ଟ ରନର୍ସ ଅପ ଆସୀମ ରିୟାଜ ।

_asim riaz
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆସୀମ ରିୟାଜ

ମୁମ୍ବାଇ: ‘ବିଗ ବସ 13’ରେ ଫେମସ ପ୍ରତିଯୋଗୀ ଆସୀମ ରିୟାଜ ବର୍ତ୍ତମାନ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ। ସେ ବିଗ ବସ ପ୍ରତିଯୋଗୀ ହିଂମାଶୀ ଖୁରାନାଙ୍କୁ ଡେଟ୍‌ କରୁଛନ୍ତି। ଦୁଇଜଣଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହେବାରେ ଲାଗିଛି। ନିକଟରେ ଆସୀମ ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଥିଲେ । ସେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡେଜଙ୍କ ସହ ‘ମେରେ ଅଙ୍ଗନେ ମେଁ’ ରୋମାନ୍ସ କରି ସମସ୍ତଙ୍କ ମନ କିଣିଥିଲେ ।

ଇତିମଧ୍ୟରେ ହିମାଂଶୀ ଓ ଆସୀମଙ୍କ ନୂଆ ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଯେଉଁଥିରେ ହିମାଂଶୀଙ୍କୁ ଦେଖି ରୋମାଣ୍ଟିକ ମୁଡରେ ଆସିଯାଉଛନ୍ତି ଆସୀମ। ଆଉ କିଙ୍ଗ ଖାନ ଶାହରୁଖଙ୍କ ସିଗ୍ନେଚର ପୋଜ ଦେବାକୁ ଚେଷ୍ଟା ଚଳାଇଛନ୍ତି । ଅନେକଥର ଟ୍ରାଏ କରିବା ପରେ ସେ ପରିଶେଷରେ ଶାହରୁଖଙ୍କ ପୋଜକୁ କପି କରି ହିମାଂଶୀଙ୍କୁ ଇମ୍ପ୍ରେସ କରିଛନ୍ତି। ଆପଣ ମଧ୍ୟ ଦେଖନ୍ତୁ ଆସମୀଙ୍କ ଏହି ଭିଡିଓ...

ପ୍ରକାଶ ଥାଉକି.. ନିକଟରେ ଏହି ଯୋଡି ଏକ ମ୍ୟୁଜିକ୍‌ ଭିଡିଓ ପାଇଁ ଫଟୋସୁଟ କରୁଥିବାର ନଜର ଆସିଥିଲେ । ଯାହାକୁ ନେଇ ଦୁଇଜଣଙ୍କ ଫ୍ୟାନ ଖୁବ୍ ଏକ୍ସାଇଟେଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.