ETV Bharat / sitara

ଫିଲ୍ମର ଅସଫଳତାକୁ ନେଇ ଦୁଃଖି ସର୍କିଟ

author img

By

Published : Jul 4, 2020, 5:43 PM IST

ଟ୍ବିଟକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅର୍ଶଦ । ଏଥର ସେ ନିଜ ଫିଲ୍ମ ବିଷୟରେ ଆଶ୍ଚର୍ଯ୍ୟକର କଥା କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ସର୍କିଟ ଅର୍ଶିଦ ୱାରସୀ ଏବେ ଚର୍ଚ୍ଚାରେ । ତାଙ୍କୁ ବଲିଉଡରେ 24 ବର୍ଷରୁ ଅଧିକ ହୋଇଗଲାଣି । କ୍ୟାରିୟର ଆରମ୍ଭରେ ସେ କିଛି ସିରିୟସ ରୋଲରେ ନଜର ଆସିଥିଲେ । ହେଲେ ପରେ ସେ କମେଡି ଅଭିନେତା ରୂପେ ବେଶ ଲୋକପ୍ରିୟ ହୋଇଥିଲେ । ଦର୍ଶକଙ୍କୁ ନିଜ କମେଡି ଅଭିନୟ ଦ୍ବାରା ହସାଇବା ସତ୍ତ୍ବେ ମଧ୍ୟ ଏଯାବତ ତାଙ୍କୁ ସେହି ସଫଳତା ମିଳିପାରିନାହିଁ ଯାହା ସେ ସବୁବେଳେ ଇଚ୍ଛା କରିଆସୁଛନ୍ତି । ଏହା ଆମେ କହୁନାହୁଁ । ଯ।ହା ତାଙ୍କ ଟ୍ବିଟରେ ଦେଖିବାକୁ ମିଳୁଛି ।

କଥାଟି ହେଲା ଯେ ଅର୍ଶଦଙ୍କ ଫିଲ୍ମ ‘ଗୁଡ୍ଡୁ ରଙ୍ଗୀଲା’କୁ 5 ବର୍ଷ ପୂରଣ ହୋଇଯାଇଛି । ଏହି ଅବସରରେ ଟ୍ରେଡ ଆନାଲିଷ୍ଟ ଜୋଗିନ୍ଦର ଟୁଟେଜା ଏକ ଟ୍ବିଟ କରି ଆପତ୍ତି ପ୍ରକାଶ କରିଛନ୍ତି । ତାଙ୍କ ଅନୁଯାୟୀ ଫିଲ୍ମ ହିଟ୍ ହେବାର ଥିଲା ହେଲେ ଯାହା ହୋଇନାହିଁ । ସେହିପରି ସେ ଟ୍ବିଟ କରି ଲେଖିଛନ୍ତି, ‘ମତେ ବିଶ୍ବାସ ହେଉନାହିଁ କି ଏହି ଆକ୍ସନ କମେଡି ଫିଲ୍ମକୁ ଦର୍ଶକଙ୍କ ପ୍ରେମ କିପରି ମିଳିଲା ନାହଁ । ବକ୍ସ ଅଫିସରେ ମଧ୍ୟ ଫିଲ୍ମ ଶାନଦାର ପରଫର୍ମ କରିବାର ଥିଲା । ଫିଲ୍ମର କ୍ଲାଇମେକ୍ସ ଆଜି ମଧ୍ୟ ହୃଦୟରେ ଅଛି ।’

  • My sentiments exact... it’s like no matter what I do, it’s not good enough for the box office... https://t.co/CssUxOVZIC

    — Arshad Warsi (@ArshadWarsi) July 3, 2020 " class="align-text-top noRightClick twitterSection" data=" ">

ସେପଟେ ଜୋଗିନ୍ଦରଙ୍କ ଏହି ଟ୍ବିଟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ମୁଁ ମଧ୍ୟ ଏହା ହିଁ ଭାବୁଛି । ମତେ ଏମିତି ଲାଗୁଛି ମୁଁ ଯେତେ ମଧ୍ୟ ଭଲ ଫିଲ୍ମ କରେ ତାହା ବକ୍ସ ଅଫିସ ପାଇଁ ପରଫେକ୍ଟ ହେବ ନାହିଁ ।’ ବର୍ତ୍ତମାନ ଅର୍ଶଦଙ୍କ ଏହି ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.