ETV Bharat / sitara

କୋରୋନା କବଳରେ ଅର୍ଜୁନ ରାମପାଲ - କୋରୋନା କବଳରେ ଅର୍ଜୁନ ରାମପାଲ

ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଅର୍ଜୁନ କୋରୋନା ସଂକ୍ରମିତ ହେବା ଖବର ବର୍ତ୍ତମାନ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

Arjun Rampal quarantined-at-home-after-being-corona-positive
କୋରୋନା କବଳରେ ଅର୍ଜୁନ ରାମପାଲ
author img

By

Published : Apr 17, 2021, 10:35 PM IST

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ପୁଣି ଥରେ ସାରା ଦେଶରେ ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛି । ବହୁ ବଲିଉଡ ତାରକା ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । ଏସବୁ ମଧ୍ୟରେ ଏବେ କୋରୋନା ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ । ଅର୍ଜୁନ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ ଏବେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।

ଅର୍ଜୁନ ଟ୍ବିଟରରେ ଲେଖିଛନ୍ତି, ମୋର କୋଭିଡ-19 ଟେଷ୍ଟ ପଜିଟିଭ୍ ଆସିଛି । ମୁଁ ଏବେ ହୋମ କ୍ବାରେଣ୍ଟାଇନରେ ଅଛି, ଡାକ୍ତରମାନେ ମଧ୍ୟ ମୋର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି । ତଥାପି ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ଯେଉଁମାନେ ଗତ କିଛି 10 ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ମଧ୍ୟ ସେମାନଙ୍କର କୋରୋନା ଟେଷ୍ଟ କରିବା ଉଚିତ୍ । ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ଯତ୍ନ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.