ETV Bharat / sitara

ଅମୃତାଙ୍କ ଘରେ ପାର୍ଟି, ନଜର ଆସିଲେ ବହୁ ବି-ଟାଉନ ସେଲିବ୍ରିଟି

author img

By

Published : Mar 25, 2021, 4:19 PM IST

ବୁଧବାର ରାତିରେ ଅମୃତା ଅରୋରା ତାଙ୍କ ଘରେ ଏକ ଛୋଟ ପାର୍ଟି ରଖିଥିଲେ । ଯେଉଁଥିରେ ଅନେକ ବଲିଉଡ ତାରକାଙ୍କୁ ଦେଖିବାକୁ ମିଳିଥିଲା ​​। ଅଧିକ ପଢନ୍ତୁ...

arjun-kapoor-malaika-arora-and-other-celebs-arrived-for-a-house-party-at-amrita-arora-residence
ଅମୃତାଙ୍କ ଘରେ ପାର୍ଟି, ନଜର ଆସିଲେ ବହୁ ବି-ଟାଉନ ସେଲିବ୍ରିଟି

ନୂଆଦିଲ୍ଲୀ : ବୁଧବାର ରାତିରେ ବଲିଉଡ ଅଭିନେତ୍ରୀ ଅମୃତା ଅରୋରା ତାଙ୍କ ଘରେ ଏକ ଛୋଟ ପାର୍ଟି ରଖିଥିଲେ । ଯେଉଁଥିରେ ଅନେକ ବଲିଉଡ ତାରକାଙ୍କୁ ଦେଖିବାକୁ ମିଳିଥିଲା ​​।

ଏହି ଅତିଥିମାନଙ୍କ ତାଲିକାରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ମଧ୍ୟ ସାମିଲ ହୋଇଥିଲେ । ଅମୃତା କରଣ ଜୋହର, କରିସ୍ମା କପୁର, ସଞ୍ଜୟ କପୁର, ମହିପ କପୁର, ଗୌରୀ ଖାନ, ସୀମା ଖାନ, ମନୀଷ ମଲହୋତ୍ରା ଏବଂ ନତାଶା ପୁନାୱାଲାଙ୍କ ପରି ଅନେକ ବଲିଉଡ ସେଲିବ୍ରିଟିଙ୍କୁ ଆମନ୍ତ୍ରଣ କରିଥିଲେ ।

ଅର୍ଜୁନ ପୁରା ଗ୍ୟାଙ୍ଗ ସହିତ ସେଲଫି ନେଇଥିଲେ ଏବଂ ଅମୃତା ଏହାକୁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଏହି ପାର୍ଟିର ଆଉ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ମଲାଇକା, ଅର୍ଜୁନ ଏବଂ କରଣ ଜୋହର ଏକାଠି ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ କରିସ୍ମା କପୁର ଏବଂ କରଣ ଜୋହର ମଧ୍ୟ ମଲାଇକା-ଅମୃତାଙ୍କ ସହ ନଜର ଆସିଛନ୍ତି ।

ପ୍ରକାଶ ଥାଉ ଯେ, ନିକଟରେ ଅର୍ଜୁନ କପୁର ଏବଂ ପରିଣୀତି ଚୋପ୍ରାଙ୍କ ଫିଲ୍ମ 'ସନ୍ଦୀପ ଔର ପିଙ୍କି ଫରାର' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.