ETV Bharat / sitara

କାର୍ଟୁନ ଅବତାରରେ ବିରୁଷ୍କା, ଦେଖନ୍ତୁ ଫଟୋ

author img

By

Published : May 15, 2020, 10:27 PM IST

ସୋସିଆଲ ମିଡିଆରେ ନିଜ ବିବାହ ଫଟୋକୁ ନେଇ ଚର୍ଚ୍ଚାରେ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଅନୁଷ୍କା ଶର୍ମାଙ୍କ ପ୍ରଥମ ପ୍ରଯୋଜିତ ୱେବ ସିରିଜ ‘ପାତାଲ ଲୋକ’ ଶୁକ୍ରବାର ରିଲିଜ ହୋଇଯାଇଛି । ଆମାଜନ ପ୍ରାଇମ ଭିଡିଓରେ ଆଜିଠୁ ଏହି କ୍ରାଇମ, ଥ୍ରିଲର ଶୋର ମଜା ଉଠାଇବେ ଦର୍ଶକ। ସୋସିଆଲ ମିଡିଆରେ ମଧ୍ୟ ଏହି ସିରିଜକୁ ଶାନଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି। ଇତିମଧ୍ୟରେ ଅନୁଷ୍କା ସୋସିଆଲ ମିଡିଆରେ କିଛି ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ।

କଥାଟି ହେଲା ଯେ ସେ ଇନଷ୍ଟାଗ୍ରାମରେ ‘ପାତାଲ ଲୋକ’ ଦେଖୁଥିବାର ଏକ ଫଟୋ ସେୟାର କରିଥିଲେ । ଆଉ ଏହାର କ୍ୟାପସନରେ ଲେଖିଥିଲେ, ‘ସବ ଲୋକ କେ ସବ ଲୋକ ଦେଖ ରହେ ହେଁ ପାତାଲ ଲୋକ।’ ତାଙ୍କର ଏହି ଫଟୋରେ ଫ୍ୟାନ୍ସଙ୍କ ଧ୍ୟାନ ଟିଭିର ତଳେ ଥିବା ତାଙ୍କ ସ୍ବାମୀ ବିରାଟ କୋହିଲଙ୍କ ସହ ତାଙ୍କର ଏକ ଫଟୋ ଉପରେ ପଡିଥିଲା । ଏହାପରେ ଆଉ କଣ ଥିଲା । ଯାହାକୁ ସୋସିଆଲ ମିଡିଆରେ ସଙ୍ଗେ ସଙ୍ଗେ ଭାଇରାଲ କରିବା ଆରମ୍ଭ କରି ଦେଇଥିଲେ।

ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋଟି ବିରୁଷ୍କାଙ୍କ ବିବାହ ସମୟର । ହେଲେ ଫନ୍ନି ଅନ୍ଦାଜରେ ଫଟୋଟିକୁ ସ୍କେଚ କରାଯାଇଛି । ଯେଉଁଥିରେ ଦୁଇଜଣ କାର୍ଟୁନ ପରି ନଜର ଆସୁଛନ୍ତି । ଫଟୋଟିକୁ ଦେଖି ହସି ହସି ବେହାଲ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.