ETV Bharat / sitara

ନିଜ ମଜାଦାର ମିମିକୁ ନେଇ ଚର୍ଚ୍ଚାରେ ଅନୁଷ୍କା

ସୋସିଆଲ ମିଡିଆରେ ଭାଇରାଲ ହେଲା ଅନୁଷ୍କାଙ୍କ ମଜାଦାର ଲୁକ । ସ୍ବର୍ଗ ଲୋକରୁ ନେଇ ପାତାଲ ଲୋକ ପର୍ଯ୍ୟନ୍ତ ଦେଖନ୍ତୁ ତାଙ୍କ ମିମି...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
author img

By

Published : May 17, 2020, 3:39 PM IST

ମୁମ୍ବାଇ: ଶୁକ୍ରବାର ଅନୁଷ୍କା ଶର୍ମାଙ୍କ ପ୍ରଥମ ୱେବ ସିରିଜ ‘ପାତାଲ ଲୋକ’ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଯାଇଛି । ଯାହାକୁ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି ଦର୍ଶକଙ୍କଠୁ ନେଇ କ୍ରିଟିକ୍ସ। ଏହି ସିରିଜରେ ଥ୍ରିଲର, ଆକ୍ସନ, ଫେକ ନ୍ୟୁଜ, ଆତଙ୍କବାଦୀ କାହାଣୀକୁ ଦେଖିବାକୁ ମିଳୁଛି। ଏବେ ଅନ୍ୟ ଏକ କାରଣକୁ ନେଇ ସେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି।

ଆଜ୍ଞା ହଁ, ସେ ନିଜର ଅନେକ ମିମି ସେୟାର କରି ଫ୍ୟାନ୍ସଙ୍କୁ ହସାଇଛନ୍ତି । ଯାହା ‘ପାତାଲ ଲୋକ’କୁ ଆଧାର କରି ତିଆରି କରାଯାଇଛି। ମିମିରେ ଅନୁଷ୍କାଙ୍କ ଭିନ୍ନ ଭିନ୍ନ ଫିଲ୍ମର ଫଟୋ ଦେଖିବାକୁ ମିଳୁଛି। ଯାହାକୁ ସ୍ବଗ ଲୋକରୁ ପାତାଲ ଲୋକ ସହ ତୁଳନା କରାଯାଉଛି।

ମଜାଦାର କଥା ହେଲା ଯେ ‘ଏ ଦିଲ ହେ ମୁସକିଲ କେ’ ଲୁକକୁ ସ୍ବର୍ଗ ଲୋକ ସହ, ‘ସୁଲତାନ’ ଲୁକକୁ ଧରତୀ ଲୋକ ଓ ‘ଏନଏଚଆ 10’ ଲୁକକୁ ପାତାଲ ଲୋକ ସହ ତୁଳନା କରାଯାଇଛି । ଆପଣ ମଧ୍ୟ ଦେଖନ୍ତୁ ତାଙ୍କର ଏହି ମଜାଦାର ମିମି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.