ETV Bharat / sitara

ବିରାଟଙ୍କ ହେୟାରଷ୍ଟାଇଲିଷ୍ଟ ସାଜିଲେ ଅନୁଷ୍କା

author img

By

Published : Mar 28, 2020, 2:49 PM IST

କ୍ବାରେଣ୍ଟାଇନରେ ସ୍ବାମୀଙ୍କ ଚୁଟି କାଟିଲେ ଅନୁଷ୍କା ଶର୍ମା। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ। ଅଧିକ ପଢନ୍ତୁ...

_anushka sharma
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା

ମୁମ୍ବାଇ: କୋରୋନା ଭାଇରସ ପ୍ରକୋପରୁ ବଞ୍ଚିବା ପାଇଁ ସେଲିବ୍ରିଟି ବର୍ତ୍ତମାନ ନିଜ ନିଜ ପରିବାର ସହ ସମୟ ବିତାଉଥିବାର ନଜର ଆସୁଛନ୍ତି। ଏମିତି ପରିସ୍ଥିତିରେ ସେଲିବ୍ରିଟି ଏବେ ନିଜ ଘର କାମ ମଧ୍ୟ କରୁଛନ୍ତି। କେତେବେଳେ ବାସନ ସଫା କରୁଛନ୍ତି ତ ଆଉ କେତେବେଳେ ଘର ଝାଡୁ କରୁଥିବାର ଆସୁଛନ୍ତି ନଜର। ଏମିତି କିଛି ଦେଖିବାକୁ ମିଳିଛି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସୋସିଆଲ ମିଡିଆ ପୋଷ୍ଟରେ।

ସେ ଲକଡାଉନରେ ସ୍ବାମୀ ତଥା କ୍ରିକେଟ କ୍ୟାପ୍ଟେଟ ବିରାଟ କୋହିଲଙ୍କ ହେୟାରଷ୍ଟାଇଲିଷ୍ଟ ସାଜିଛନ୍ତି । ଯାହାର ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ବିରାଟଙ୍କ ଚୁଟି କାଟୁଥିବାର ନଜର ଆସୁଛନ୍ତି। ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ମିନହ୍ବାଇଲ ଇନ କ୍ବାରେଣ୍ଟାଇନ।’

ଭିଡିଓରେ ଦୁଇଜଣଙ୍କ ଫ୍ୟାନ୍ସଙ୍କ ଶାନଦାର କମେଣ୍ଟି ଦେଖିବାକୁ ମିଳୁଛି । ସେହିପରି ଭିଡିଓଟି ଖୁବ୍ ଭାଇରାଲ ମଧ୍ୟ ହେବାରେ ଲାଗିଛି । ଆପଣ ମଧ୍ୟ ଦେଖନ୍ତୁ ପତି-ପତ୍ନୀଙ୍କ ମସ୍ତିଭରା ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.