ETV Bharat / sitara

ଡିଏସପି ଦେବେନ୍ଦ୍ରଙ୍କ ଗିରଫ ମାମଲାରେ ଅନୁରାଗଙ୍କ ଟାର୍ଗେଟ - ଜେଏନୟୁ ହିଂସା ବିରୋଧ ପ୍ରଦର୍ଶନ

ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅନୁରାଗ ଏବେ ପୁଣି ଟ୍ବିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥର ସେ ଆତଙ୍କବାଦୀଙ୍କ ସହ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ଡିଏସପି ଦେବେନ୍ଦ୍ର ସିଂଙ୍କୁ ନେଇ ଟ୍ବିଟ କରିଛନ୍ତି ।

anurag kashyap
ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jan 14, 2020, 4:30 PM IST

ମୁମ୍ବାଇ: ଜମ୍ମୁ-କାଶ୍ମୀରରୁ ହିଜବୁଲ ମୁଜାହିଦ୍ଦୀନର ଦୁଇ ଆତଙ୍କବାଦୀ ସହ ଗିରଫ ହୋଇଥିବା ଡିଏସପି ଦେବେନ୍ଦର ସିଂଙ୍କୁ ନିଲମ୍ବନ କରାଯାଇଛି । ଏହି ମାମଲାକୁ ଆଧାର କରି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଟ୍ବିଟ କରି ପୁଣିଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଅନୁରାଗ ଏହି ମାମଲାରେ ପ୍ରଥମ ଟ୍ବିଟରେ ଲେଖିଛନ୍ତି, ‘ଦେବେନ୍ଦର ସିଂଙ୍କ ଗିରଫ ପରେ ଏତେ ଶାନ୍ତି କାହିଁକି ? କୁଆଡେ ଗଲେ ଦେଶଦ୍ରୋହୀ ଚିହ୍ନଟ କରୁଥିବା ବ୍ୟକ୍ତି । ଆଉ ଚିତ୍କାର କରୁଥିବା ଲୋକ ।’

tweet-1
ଫଟୋ ସୌଜନ୍ଯ: ଟ୍ବିଟ@ଅନୁରାଗ କଶ୍ୟପ

ସେହିପରି ସେ ନିଜ ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ଲାଗୁଛି ଭକ୍ତ ଓ IT cell ବୋର୍ଡ ମିଟିଂରେ ଅଛନ୍ତି । ଦେବେନ୍ଦର ସିଂଙ୍କ ପରିସ୍ଥିତି ସହ କେମିତି ପଲଟା ଯିବ । ଅମିତ ଶାହଙ୍କ ଆଦେଶର ଭୋଟିଂ ଚାଲିଛି । ଏକାଠି ବାହାରକୁ ଆସିବେ ଟ୍ରେଡିଂ hashtag ସହ।’

tweet-2
ଫଟୋ ସୌଜନ୍ଯ: ଟ୍ବିଟ@ଅନୁରାଗ କଶ୍ୟପ

ପ୍ରକାଶ ଥାଉକି ଏମିତି ପ୍ରଥମଥର ହୋଇନାହିଁ ଯେବେ ଅନୁରାଗ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବରୁ ମଧ୍ୟ ସେ ଅନେକ ଟ୍ବିଟ ପାଇଁ ଚର୍ଚ୍ଚାରେ ଆସିସାରିଛନ୍ତି । ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ରୁ ନେଇ ଜେଏନୟୁ ହିଂସା ବିରୋଧ, ସିଏଏ ବିରୋଧରେ ଟ୍ବିଟ କରି ସରକାରଙ୍କୁ କଟାକ୍ଷ କହିସାରିଛନ୍ତି ଅନୁରାଗ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.