ETV Bharat / sitara

ପ୍ରତାପ ଷଡଙ୍ଗୀ ସଚ୍ଚୋଟତାର ପ୍ରତୀକ: ଅନୁପମ ଖେର

author img

By

Published : Jun 1, 2019, 1:11 PM IST

ଓଡିଶାର ମୋଦିଙ୍କ ପ୍ରଶଂସାରେ ଶତମୁଖ ଅଭିନେତା ଅନୁପମ ଖେର । ପ୍ରତାପ ଷଡଙ୍ଗୀଙ୍କ ସାଧାସିଧା ଜୀବନଯାପନକୁ ନେଇ କହିଲେ ଦେଶ ବଦଳୁଛି ।

ଫଟୋ ସୌଜନ୍ୟ: ଟ୍ବିଟର/Anupam Kher ‏

ହାଇଦ୍ରାବାଦ: ଓଡିଶାର ମୋଦି ଭାବରେ ପରିଚିତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବରେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମୟରେ ପୁରା ରାଷ୍ଟ୍ରପତି ଭବନ ପ୍ରତାପଙ୍କ ପାଇଁ ବାଜୁଥିବା ତାଳିରେ ଗୁଞ୍ଜରିତ ହୋଇଉଠିଥିଲା । ଦାୟିତ୍ବ ଗ୍ରହଣ ପରେ ପ୍ରତାପଙ୍କୁ ସବୁଆଡୁ ଛୁଟି ଆସିଛି ପ୍ରଶଂସାର ସୁଅ ।

twiteer
ଫଟୋ ସୌଜନ୍ୟ: ଟ୍ବିଟର/Anupam Kher ‏

ତେବେ ଅଭିନେତା ଅନୁପମ ଖେର ମଧ୍ୟ ପ୍ରତାପଙ୍କୁ ପ୍ରଶଂସାରେ ଏକ ଟ୍ବିଟ କରି ପ୍ରତାପଙ୍କୁ ସଚ୍ଚୋଟତାର ପ୍ରତୀକ ବୋଲି କହିଥିଲେ । ଏହାସହ ଦେଶ ବଦଳୁଛି ବୋଲି ମଧ୍ୟ କହିଥିଲେ ।

ତେବେ କେନ୍ଦ୍ରମନ୍ତ୍ରୀ ଭାବରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗ ମିଳିଛି । ଓଡିଶାର ଗରିବ ନେତା ପ୍ରତାପ ନିଜର ସାଧାସିଧା ଜୀବନଯାପନ ପାଇଁ ବେଶ ପରିଚିତ । ଦୁଇ ଦୁଇ ଧନୀ ପ୍ରତିଦ୍ବନ୍ଦୀ ନବଜ୍ୟୋତି ପଟ୍ଟନାୟକ, ରବିନ୍ଦ୍ର ଜେନାଙ୍କୁ ହରାଇ ବିଜୟ ହାସଲ କରିଥିଲେ ପ୍ରତାପ । ସେ 2004 ଓ 2009ରେ ନୀଳଗିରି ଏମଏଲଏ ରହିସାରିଛନ୍ତି ।

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.