ETV Bharat / sitara

ମାଆଙ୍କ ସ୍ବାସ୍ଥ୍ୟାବସ୍ଥାର ଅପଡେଟ ଦେଲେ ଅନୁପମ - ମାଆଙ୍କ ସ୍ବାସ୍ଥ୍ୟର ଅପଡେଟ ଦେଲେ

ଅନୁପମ ଖେରଙ୍କ ମାଆ ଗତ କିଛି ଦିନ ହେବ କରୋନା ସହ ଲଢୁଥିଲେ । ଅନୁପମ ଏକ ଟୁଇଟ୍ ମାଧ୍ୟମରେ କହିଛନ୍ତି ଯେ, ତାଙ୍କ ମାଆ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଅଛନ୍ତି ଏବଂ ପରିବାରର ଅନ୍ୟ ସଦସ୍ୟ ଯେଉଁମାନେ କରୋନା ପଜିଟିଭ୍ ଥିଲେ ସେମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି । ଅଧିକ ପଢନ୍ତୁ...

anupam kher mother is doing better than before
ମାଆଙ୍କ ସ୍ବାସ୍ଥ୍ୟର ଅପଡେଟ ଦେଲେ ଅନୁପମ
author img

By

Published : Jul 17, 2020, 5:12 PM IST

ମୁମ୍ବାଇ: ବଲିଉଡର ଭେଟେରାଇନ ଅଭିନେତା ଅନୁପମ ଖେରଙ୍କ ମାଆ ଗତ କିଛି ଦିନ ହେବ କରୋନା ସହ ଲଢୁଥିଲେ । ଅନୁପମ ଏକ ଟୁଇଟ୍ ମାଧ୍ୟମରେ କହିଛନ୍ତି ଯେ, ତାଙ୍କ ମାଆ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଅଛନ୍ତି ।

ଏଥି ସହିତ ସେ କହିଛନ୍ତି, ମୋ ଭାଇ ରାଜୁ ସହିତ ପରିବାରର ଅନ୍ୟ ଦୁଇ ସଦସ୍ୟ ଯେଉଁମାନେ କରୋନା ପଜିଟିଭ୍ ଥିଲେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ଆସିଛି ।

ଅନୁପମ ଇନଷ୍ଟାଗ୍ରାମରେ ତାଙ୍କ ମାଆଙ୍କ ଏକ ଫଟୋ ସେୟାର କରି କହିଛନ୍ତି ଯେ, ଭଗବାନଙ୍କ ଦୟାରୁ ମାଆ ପୂର୍ବ ଅପେକ୍ଷା ବହୁତ ଭଲ ଅଛନ୍ତି ଏବଂ ରାଜୁ, ରିମା ଏବଂ ବୃନ୍ଦା ମଧ୍ୟ ସୁସ୍ଥ ଅଛନ୍ତି ।

ଟ୍ୱିଟରରେ ଅନୁପମ ଏହି ସୂଚନା ସେୟାର କରି ଲେଖିଛନ୍ତି, ମାଆ ପୂର୍ବ ଅପେକ୍ଷା ଭଲ ଅଛନ୍ତି । ଜୟ ଶ୍ରୀ ରାମ ।

  • माँ पहले से बेहतर है। जय श्रीराम।🙏

    — Anupam Kher (@AnupamPKher) July 17, 2020 " class="align-text-top noRightClick twitterSection" data=" ">

ନିକଟରେ ଏକ ଭିଡିଓ ଜରିଆରେ ଅନୁପମ କହିଥିଲେ ଯେ, ସେ ତାଙ୍କ ମାଆଙ୍କୁ କରୋନା ପଜିଟିଭ ହୋଇଥିବା ବିଷୟରେ କହି ନାହାଁନ୍ତି । ସେ କେବଳ ତାଙ୍କ ମାଆଙ୍କୁ ସଂକ୍ରମଣ ହୋଇଥିବା କଥା କହିଛନ୍ତି ।

ଏଥିସହିତ ଭିଡିଓରେ ଅନୁପମ ପ୍ରଂଶସକଙ୍କୁ ତାଙ୍କ ପିତାମାତାଙ୍କୁ ସମ୍ମାନ ଦେବାକୁ ଏବଂ ଭଲପାଇବାକୁ ନିବେଦନ କରିଥିଲେ ।

ପ୍ରକାଶ ଥାଉ କି, ଅନୁପମଙ୍କ ମା ଓ ଭାଇଙ୍କ ସମେତ 4 ଜଣ ପରିବାର ସଦସ୍ୟ କୋରୋନା ପଜିଟିଭ୍ । ରବିବାର ସକାଳେ ଅନୁପମ ଏହି ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.