ETV Bharat / sitara

ବିଦେଶରୁ ଫେରି ଆଇସୋଲେସନରେ ଅନୁପ ଜଲୋଟା

author img

By

Published : Mar 17, 2020, 2:55 PM IST

କୋରୋନା ଭାଇରସ ପାଇଁ ଦେଶରେ କଡା ସୁରକ୍ଷା ନିଆଯାଉଛି । ପୁରା ବିଶ୍ବରେ ଏହି ଭାଇରସକୁ ନେଇ ଭୟଭିତ ଜନସାଧାରଣ। ଦିଲୀପ କୁମାରଙ୍କ ପରେ ଅନୁପ ଜଲୋଟାଙ୍କୁ ଆଇସୋଲେସନରେ ରଖାଯାଇଛି।

anup jalota
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପ ଜଲୋଟା

ମୁମ୍ବାଇ: ଲୋକପ୍ରିୟ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ଆଇସୋଲେସନରେ ବର୍ତ୍ତମାନ ରଖାଯାଇଛି। ସେ ୟୁରୋପ ଯାତ୍ରା କରି ଭାରତ ଫେରିଛନ୍ତି। ମୁମ୍ବାଇ ଏୟାରପୋର୍ଟରୁ ତାଙ୍କୁ ଏକ ହୋଟେଲକୁ ନିଆଯାଇଥିଲା । ଏବେ ତାଙ୍କୁ ଆଉ ଦୁଇ ଦିନ କଡା ସୁରକ୍ଷାରେ ରଖାଯିବ। କୋରୋନା ଭାଇରସ ଭୟ ପାଇଁ ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ସିଧା ଆଇସୋଲେସନରେ ରଖାଯାଇଛି।

ଏହି ମାମଲାରେ ଅନୁପ କହିଛନ୍ତି ଯେ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ତାଙ୍କୁ ଆଇସୋଲେନ ପାଇଁ ରଖାଯାଇଛି। ବର୍ତ୍ତମାନ ସେ ରହୁଥିବା ହୋଟେଲରେ 60ରୁ ଅଧିକ ବୟସ୍କ ଲୋକଙ୍କ ଉପରେ କଡା ନଜର ରଖାଯାଇଛି । ସେହିପରି ତାଙ୍କ ବୟସ 66 ବର୍ଷ।

ପ୍ରକାଶ ଥାଉକି ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରାସ ଧିରେ ଧିରେ କରି ଅନେକ ଦେଶରେ ବ୍ୟାପିସାରିଲାଣି । ଭାରତରେ ଏଯାବତ 126 କେସ ମାମଲା ସାମ୍ନାକୁ ଆସିଛି। ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଜନସାଧାରଣଙ୍କୁ ସୁରକ୍ଷିତ ରହିବାକୁ ପରାର୍ମଶ ଦେବାରେ ଲାଗିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.