ETV Bharat / sitara

ଅନୁପ ଜଲୋଟା-ଜସଲିନଙ୍କ ଫିଲ୍ମ 'ଓ୍ବ ମେରୀ ଷ୍ଟୁଡେଣ୍ଟ୍ ହେ'ର ଟିଜର ରିଲିଜ୍

author img

By

Published : Mar 28, 2021, 10:16 PM IST

ଏବେ ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ଜସଲିନ ମଥାରୁଙ୍କ ଫିଲ୍ମ 'ଓ୍ବ ମେରୀ ଷ୍ଟୁଡେଣ୍ଟ୍ ହେ'ର ଟିଜର ରିଲିଜ ହୋଇଯାଇଛି । ଅଧିକ ପଢନ୍ତୁ...

anup-jalota-and-jasleen-matharu-film-woh-meri-student-hai-teaser-released-watch-video
ଅନୁପ ଜଲୋଟା-ଜସଲିନଙ୍କ ଫିଲ୍ମ 'ଓ୍ବ ମେରୀ ଷ୍ଟୁଡେଣ୍ଟ୍ ହେ'ର ଟିଜର ରିଲିଜ୍

ନୂଆଦିଲ୍ଲୀ: ଏବେ ଲୋକପ୍ରିୟ ଭଜନ ସମ୍ରାଟ ତଥା ବିଜେପି ନେତା ଅନୁପ ଜଲୋଟା ଏବଂ ଜସଲିନ ମଥାରୁଙ୍କ ଫିଲ୍ମ 'ଓ୍ବ ମେରୀ ଷ୍ଟୁଡେଣ୍ଟ୍ ହେ'ର ଟିଜର ରିଲିଜ ହୋଇଯାଇଛି ।

ଟିଜରରେ ଅନୁପ ଏବଂ ଜସଲିନ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଅନୁପ ଏବଂ ଜସଲିନ୍ ପ୍ରମୁଖ ଭୂମିକାରେ ନଜର ଆସିବେ ।

ଟିଜରରେ ଅନୁପ ଜଣେ ସଙ୍ଗୀତ ଶିକ୍ଷକ ଭୂମିକାରେ ଅଭିନୟ କରୁଥିବାବେଳେ ଜସଲିନ୍ ନାଚୁଥିବାର ଦେଖିବାକୁ ମିଳିଛି। ଏହା ଏକ କମେଡି ଚଳଚ୍ଚିତ୍ର । ଚଳଚ୍ଚିତ୍ରଟି ଅନୁପ ଜୀଙ୍କ ଜୀବନ ଉପରେ ଆଧାରିତ ।

ବିଗବସ୍ 12ରେ ଜସଲିନ୍ ଏବଂ ଅନୁପଙ୍କୁ ଏକାଠି ଦେଖିବାକୁ ମିଳିଥିଲା, ଯଦିଓ ପରେ ସେମାନେ ସେମାନଙ୍କର ସମ୍ପର୍କକୁ ଗୁରୁ ଏବଂ ଶିଷ୍ୟ ଭାବରେ ନାମିତ କରିଥିଲେ।

ପ୍ରକାଶ ଥାଉ କି, ଏବେ ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଯାଇଛି ଏବଂ ଏହା ରିଲିଜ୍ ହେବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.