ETV Bharat / sitara

ଚହଳ ସୃଷ୍ଟି କଲା ‘ଇଂରେଜୀ ମିଡିୟମ’ର ନୂଆ ଗୀତ

author img

By

Published : Mar 4, 2020, 8:59 PM IST

ଗୋଟିଏ ଗୀତରେ ନଜର ଆସିଲେ ଅନେକ ଅଭିନେତ୍ରୀ । ଫିଲ୍ମ ‘ଇଂରେଜୀ ମିଡିୟମ’ର ନୂଆ ଗୀତ ‘କୁଡି ନୁ ନଚନେ ଦେ ରିଲିଜ’ ।

angrezi medium
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଧିକା ମଦାନ

ମୁମ୍ବାଇ: ଇରଫାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଇଂରେଜୀ ମିଡିୟମ’ର ନୂଆ ଗୀତ କୁ଼ଡି ନୁ ନଚନେ ଦେ ଅନଲାଇନ ରିଲିଜ କରିଦିଆଯାଇଛି । ଯେଉଁଥିରେ ବଲିଉଡର ଅନେକ ଲୋକପ୍ରିୟ ଅଭିନେତ୍ରୀଙ୍କ ଡାନ୍ସ ଦେଖିବାକୁ ମିଳୁଛି । ଅନୁଷ୍କା ଶର୍ମା, ଆଲିୟା ଭଟ୍ଟ, ଜାହ୍ନବୀ କପୁର, କ୍ରିତି ସାନନ, କ୍ୟାଟ୍ରିନା କୈଫ, ଅନନ୍ୟା ପାଣ୍ଡେ, କିୟାରା ଆଡଭାନୀ ଓ ରାଧିକା ମଦାନ ଭଳି ଷ୍ଟାର୍ସ ଏହି ଗୀତରେ ନଜର ଆସିଛନ୍ତି ।

  • " class="align-text-top noRightClick twitterSection" data="">

ଗୀତଟିକୁ ମହିଳାଙ୍କ ପାଇଁ ନିର୍ମାଣ କରାଯାଇଛି । ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ଏହା ମହିଳାଙ୍କୁ ଉପହାର ସୂରପ ଦିଆଯାଇଛି । ସଚିନ-ଜିଗର ଓ ବିଶାଲ ଦଦଲାନୀ ମିଶି ଏହି ଗୀତଟିକୁ ଗାଇଛନ୍ତି । ସେହିପରି ଗୀତର ଲିରିକ୍ସ ଲେଖିଛନ୍ତି, ପ୍ରିୟା ସରୈୟା । ସଚିନ ଜିଗର ଯୋଡି ଗୀତକୁ କମ୍ପୋଜ ମଧ୍ୟ କରିଛନ୍ତି ।

ପ୍ରକାଶ ଥାଉକି ‘ଇଂରେଜୀ ମିଡିୟମ’ରେ ଇରଫାନଙ୍କ ସହ କରୀନା କପୁର ଖାନ ଓ ରାଧିକା ନଜର ଆସିବେ । ଫିଲ୍ମରେ ଜଣେ ବିଦେଶୀ ପୋଲିସ ଅଫିସର ଭୂମିକାରେ କରୀନା ଅଭିନୟ କରୁଥିବା ବେଳେ ରାଧିକ, ଇରଫାନଙ୍କ ଝିଅ ଭୂମିକାରେ ଦଖାଯିବେ । ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.