ETV Bharat / sitara

କିଙ୍ଗ ଖାନଙ୍କୁ ଟ୍ରୋଲ କଲେ ବିଗ-ବି - film

ଅମିତାଭ ବଚ୍ଚନ ନିକଟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଶାହରୁଖ ଖାନ ଏବଂ ଫିଲ୍ମ 'ବଦଲା' ପ୍ରଡକ୍ସନ ଟିମ, ଡିଷ୍ଟ୍ରିବ୍ୟୁଟର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Apr 10, 2019, 10:08 PM IST

ମୁମ୍ବାଇ: ବଲିଉଡର ବିଗ-ବି ଅମିତାଭ ବଚ୍ଚନଙ୍କ ହିଟ୍ ଫିଲ୍ମ 'ବଦଲା' ନିକଟରେ ରିଲିଜ ହୋଇଥିଲା । ଏହି ଫିଲ୍ମର ଷ୍ଟୋରୀଠୁ ନେଇ ଅମିତାଭ ଓ ତାପସୀ ପନ୍ନୁଙ୍କ ଅଭିନୟ ପର୍ଯ୍ୟନ୍ତ ଖୁବ୍ ପ୍ରଶଂସା କରାଯାଇଥିଲା । ଦର୍ଶକଙ୍କ ଠାରୁ ଫିଲ୍ମକୁ ଶାନଦାର ପ୍ରତିକ୍ରିୟା ମିଳିଥିଲା । ଆୟ ମାମଲାରେ ଫିଲ୍ମଟି 85 କୋଟିରୁ ଅଧିକ ଆୟ କରିସାରିଛି । ଏହି ସଫଳତା ଉପରେ କେହି ମଧ୍ୟ କଥା ନହେବାରୁ ଅସନ୍ତୋଷ ହୋଇଛନ୍ତି ବିଗ-ବି ।

ସେ ଫିଲ୍ମ ପ୍ରଯୋଜନା ଟିମ, ଶାହରୁଖ ଖାନଙ୍କ ଠାରୁ ନେଇ ଅନ୍ୟ ସଦସ୍ୟଙ୍କୁ ଟ୍ବିଟରରେ ଟ୍ରୋଲର କରିଛନ୍ତି । ବକ୍ସ ଅଫିସରେ ଆୟ ସହ ସମ୍ପୃକ୍ତ ଥିବା ଏକ ଟ୍ବିଟକୁ ରିଟ୍ବିଟ କରି ଅମିତାଭ ଲେଖିଥିଲେ, "ଏବେ ସମୟ ଆସିଯାଇଛି କେହି ଏହି ଫିଲ୍ମର ସାଇଲେଣ୍ଟ ସକ୍ସେସ ବିଷୟରେ କଥା ହୁଅନ୍ତୁ । କାରଣ ନା ଫିଲ୍ମ ପ୍ରଯୋଜକ, ନା ଡିଷ୍ଟ୍ରିବ୍ୟୁଟର, ନା ଲାଇନ ପ୍ରଯୋଜକ, ନା ଇଣ୍ଡଷ୍ଟ୍ରିରେ କେହି ମଧ୍ୟ ବଦଲାର ପ୍ରଶଂସା କରିବା ପାଇଁ ନିଜର 9 ସେକେଣ୍ଡ ଲଗାଇଛନ୍ତି । ଧନ୍ୟବାଦ ।"

  • ... about time someone started talking about this silent success .. !! because neither the Producer, nor the distributor, nor the on line Producer, or any else in the Industry, in general .. has even spent a nano second to compliment the success of this film #Badla .. thk u https://t.co/nglxm4f9bH

    — Amitabh Bachchan (@SrBachchan) April 9, 2019 " class="align-text-top noRightClick twitterSection" data=" ">

ଅମିତାଭଙ୍କ ଏହି ରାଗଭରା ଟ୍ବିଟ ପରେ ମୁଡ ଠିକ୍ କରିବା ପାଇଁ ଶାହରୁଖ ନିଜ ଟ୍ବିଟରରୁ ତାଙ୍କୁ ଟ୍ୟାଗ କରି ଟ୍ବିଟରେ ଲେଖିଥିଲେ, "ସାର ଆମେ ତ ୱେଟ କରିଛୁ, ଆପଣ ପାର୍ଟି କେବେ ଦେବେ ଆମକୁ । We r waiting outside Jalsa every nite!"

କିଙ୍ଗ ଖାନଙ୍କ ଏହି ମଜାଦାର ଟ୍ବିଟ ମଧ୍ୟ କାମରେ ଆସିଲା ନାହିଁ । ଅମିତାଭ ପୁଣି ତାଙ୍କୁ ଟ୍ରୋଲ କରିଦେଲେ । ଟ୍ରୋଲ କରି ଅମିତାଭ ଲେଖିଥିଲେ, "ଫିଲ୍ମରେ କାମ ଆମେ କଲୁ, ପ୍ରଯୋଜନା ଆମେ କଲେ, ପ୍ରମୋଶନ୍ସରେ ନିଃସ୍ବାର୍ଥ ଯୋଗଦାନ ଆମେ ଦେଲୁ, ଏବେ ପାର୍ଟି ବି ଆମ ଦେବୁ?? ମୁଁ ସବୁ ରାତିରେ ଜଲସାରୁ ବାହାରକୁ ଯାଉଛି କିନ୍ତୁ କେହି ନଜର ଆସୁନାହାଁନ୍ତି ।"

ସରକାରୀ ବିଜ୍ଞାପନ କୁ ନେଇ ଚାଲିଛି ପ୍ରଚାର। ନିର୍ବାଚନ କମିଶନଙ୍କ ପାଖରେ ଫେରାଦ୍ ହେଲା ବିଜେଡ଼ି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡ଼ି ପ୍ରତିନିଧି ଦଳ। ମୁଖପତ୍ର ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ଭେଟିଲା ଦଳ। ବିଜେପି ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ। କେବଳ ମୋଦୀଙ୍କ ଫଟୋ ହଟିଛି, ଯୋଜନାର ପ୍ରଚାର ଚାଲିଛି। ଏହାକୁ ନେଇ ନିର୍ବାଚନ କମିଶନ ଙ୍କ ଦ୍ବାରସ୍ଥ ହୋଇଛି ବିଜେଡ଼ି ଦଳ।

ସାରା ରାଜ୍ୟରେ ରହିଥିବା କେନ୍ଦ୍ର ସରକାରଙ୍କର ପୋଷ୍ଟର ଉଜ୍ଜଳା ଯୋଜନା କୁ ପ୍ରତିବାଦ କରି ନିର୍ବାଚନୀ ଅଧିକାରୀଙ୍କ ପାଖ ରେ ଅଭିଯୋଗ କରିଛନ୍ତି । ବାରମ୍ବାର ଭୋଟରଙ୍କୁ ଏହାକୁ ନେଇ ପ୍ରଭାବିତ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେଡ଼ି। ବିଜେପି ଆଚରଣ ବିଧି ଉଲ୍ଲଘଂନ କରୁଥିବା ବେଳେ ଏହାକୁ ଅଣଦେଖା କରି ଚାରିଆଡ଼େ ଉଜ୍ଜଲା ଯୋଜନାର ପ୍ରଚାର ପ୍ରସାର କରାଯାଉଛି। ଏହି ସବୁ ଅଭିଯୋଗ ନେଇ ବିଜେଡ଼ିର ମୁଖ ପତ୍ର ଅମର ପଟ୍ଟନାୟକ ମୁଖ୍ୟ ନିର୍ବାଚନୀ କମିଶନଙ୍କୁ ଜଣାଇଛନ୍ତି। ଏହାର ଅନୁଧ୍ୟାନ କରି ତଦନ୍ତ କରାଯିବ ବୋଲି ନିର୍ବାଚନୀ କମିଶନ କହିଛନ୍ତି ବୋଲି ବିଜେଡ଼ି ମୁଖପତ୍ର କହିଛନ୍ତି।

Byte- ଅମର ପଟ୍ଟନାୟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.