ETV Bharat / sitara

ବିଦେଶରେ ଜୋହରାନଙ୍କ କମାଲ, ଆମେରିକା ରାଜନୀତିରେ ହାସଲ କଲେ ବିଜୟ

author img

By

Published : Nov 5, 2020, 12:37 PM IST

ବିଦେଶରେ ଇତିହାସ୍ ସୃଷ୍ଟି କରିଛନ୍ତି ମୀରାଙ୍କ ପୁଅ ଜୋହରାନ୍ । ସେ ଆମେରିକାର ବିଧାନସଭା ନିର୍ବାଚନ ଜିତିବାରେ ସଫଳ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ୱାଶିଂଟନ: ବଲିଉଡର ଫେମସ ନିର୍ମାତା,ନିର୍ଦ୍ଦେଶକ ମୀରା ନାୟାରଙ୍କ ପୁଅ ଜୋହରାନ୍ ମମଦାନୀ ଆମେରିକାରେ ଅନୁଷ୍ଠିତ ନିର୍ବାଚନରେ ​ଇତିହାସ ସୃଷ୍ଟି କରିଛନ୍ତି। ସେ ନ୍ୟୁୟର୍କ ରାଜ୍ୟ ବିଧାନସଭା ଆସନ ଜିତିଛନ୍ତି। ଏହା ସହ ଜୋହରାନ୍ ପ୍ରଥମ ଦକ୍ଷିଣ ଏସୀୟ ବ୍ୟକ୍ତି ଭାବରେ ଏହି ଆସନ ଜିତିବାରେ ସଫଳ ହୋଇଛନ୍ତି । ତାଙ୍କୁ ନ୍ୟୁୟର୍କର 36 ତମ ବିଧାନସଭା ଜିଲ୍ଲା ଆଷ୍ଟୋରିଆ (କୁଇନ୍ସ ପଡ଼ୋଶୀ) ପାଇଁ ଚୟନ କରାଯାଇଛି ।

ନିଜର ଏହି ଶାନଦାର ବିଜୟକୁ ନେଇ ଖୁସି ଥିବା ଜୋହରାନ୍ ସୋସିଆଲ ମିଡିଆରେ ଖୁସି ପ୍ରକାଶ କରି ଏକ ଟ୍ବିଟ କରିଛନ୍ତି । ସେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଆମେ ଅଧିକାରୀକ ରୂପେ ଜିତିଛୁ। ମୁଁ ଧନୀମାନଙ୍କୁ ଟିକସ ଦେବା, ରୋଗୀଙ୍କୁ ଆରୋଗ୍ୟ କରିବା, ଗରିବ ଲୋକଙ୍କ ସମସ୍ୟା ସମାଧାନ କରିବା ଏବଂ ସମାଜବାଦୀ ନ୍ୟୁୟର୍କ ଗଠନ କରିବା ପାଇଁ ଆଲବାନି ଯାଉଛି, କିନ୍ତୁ ମୁଁ ଏହାକୁ ଏକୁଟିଆ କରି ପାରିବି ନାହିଁ । ଏକ ବଡ ଆନ୍ଦୋଳନ ଆବଶ୍ୟକ ଅଛି ।’

  • It's official: we won.

    I'm going to Albany to fight to tax the rich, heal the sick, house the poor & build a socialist New York.

    But I can't do it alone. To win socialism, we'll need a mass movement of the multiracial working class as well.

    So let's build one. Join @nycDSA. pic.twitter.com/kzgplFgIJL

    — Zohran Kwame Mamdani (@ZohranKMamdani) November 4, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି 28 ବର୍ଷିୟ ଜୋହରାନ୍ ଜଣେ ରାପର ହେବା ସହ ହାଉସିଂ କାଉନସିଲର ମଧ୍ୟ । ସେ ରାପ ଭିଡିଓ ନାନି ନିର୍ମାଣ କରିଛନ୍ତି । ଖାଲି ଏତିକି ନୁହେଁ ସେ ଲୋଙ୍କୁ ଶସ୍ତା ଘର ଦେବା ପାଇଁ ରୋଟି ଆଣ୍ଡ ରୋଜେଜ ଅଭିଯାନ ମଧ୍ୟ ଚଲାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.