ETV Bharat / sitara

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବିଦ୍ୟା ବାଲାନଙ୍କ ‘ସେରନୀ’

author img

By

Published : May 17, 2021, 7:48 PM IST

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଆଗାମୀ ଫିଲ୍ମ ସେରନୀ ଓଟିଟି ପ୍ଲାଟଫର୍ମ ରିଲିଜ ହେବ । ଜୁନ ମାସରେ ଆମଜନ ପ୍ରାଇମରେ ଫିଲ୍ମ ରିଲିଜ ହେବା ନେଇ ନିର୍ମାତା ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ବିଦ୍ୟା ବାଲାନଙ୍କ ଫିଲ୍ମ ‘ସେରନୀ’

ହାଇଦ୍ରାବାଦ: ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବିଦ୍ୟା ବାଲାନଙ୍କ ଆଗାମୀ ଫିଲ୍ମ ‘ସେରନୀ’ । ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଆଗାମୀ ଫିଲ୍ମ ସେରନୀ ଓଟିଟି ପ୍ଲାଟଫର୍ମ ରିଲିଜ ହେବ । ଜୁନ ମାସରେ ଆମଜନ ପ୍ରାଇମରେ ଫିଲ୍ମ ରିଲିଜ ହେବା ନେଇ ନିର୍ମାତା ସ୍ପଷ୍ଟ କରିଛନ୍ତି ।

ଅମିତ ମାସୁରକରଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବା ଏହି ଫିଲ୍ମରେ ବିଦ୍ୟା ବାଲାନଙ୍କ ଛଡା ଶରଦ ସକ୍ସେନା, ମୁକୁଲ ଚଡ୍ଡା, ବିଜୟ ରାଜ, ଇଲା ଅରୁଣ, ବ୍ରେଜେନ୍ଦ୍ର କାଲା ଏବଂ ନୀରଜ କାବି ଅଭିନୟ କରିଛନ୍ତି। ଫିଲ୍ମରେ ବିଦ୍ୟା ଜଣେ ଦୃଢ ମହିଳା ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.