ETV Bharat / sitara

ସୀତା ଚରିତ୍ରରେ ଅଭିନୟ ପାଇଁ ଏତିକି ଟଙ୍କା ନେଉଛନ୍ତି ଆଲିଆ...

author img

By

Published : Jun 17, 2021, 4:27 PM IST

ଫିଲ୍ମ RRRରେ ସୀତା ଭୂମିକାରେ ନଜର ଆସିବେ ଆଲିଆ । ଯାହାର ଲୁକ୍ ରିଲିଜ୍ ହୋଇସାରିଛି । ସୂଚନା ଅନୁଯାୟୀ, ଆଲିଆଙ୍କୁ ଏହି ଫିଲ୍ମରେ କାମ କରିବା ପାଇଁ ୬ କୋଟି ଟଙ୍କା ପାଇବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

alia-bhatt-is-highest-paid-actress-in-tolkywood-actress-will-play-sita-in-ss-rajamouli-rrr
ସୀତା ଚରିତ୍ରରେ ଅଭିନୟ ପାଇଁ ଏତିକି ଟଙ୍କା ନେଉଛନ୍ତି ଆଲିଆ...

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ ଶୀଘ୍ର କିଛି ଦମଦାର୍ ପ୍ରୋଜେକ୍ଟରେ କାମ କରୁଥିବା ଦେଖିବାକୁ ମିଳିବ। ଫ୍ୟାନ୍ସମାନେ ତାଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଅନ୍ୟପଟେ ତାଙ୍କ ଫିଲ୍ମ RRR କୁ ନେଇ ମଧ୍ୟ ବେଶ ଖୁସି । ଏହି ଫିଲ୍ମରେ ଆଲିଆ ସୀତା ଭୂମିକାରେ ନଜର ଆସିବେ, ଯାହାର ଲୁକ୍ ରିଲିଜ୍ ହୋଇସାରିଛି ।

ଏହି ଫିଲ୍ମ ମାଧ୍ୟମରେ ଆଲିଆ ସାଉଥ ଇଣ୍ତିଆନ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ସୂଚନା ଅନୁଯାୟୀ, ଆଲିଆଙ୍କୁ ଏହି ଫିଲ୍ମରେ କାମ କରିବା ପାଇଁ ୬ କୋଟି ଟଙ୍କା ପାଇବାକୁ ଯାଉଛନ୍ତି ।

ବାହୁବଲୀ ନିର୍ଦ୍ଦେଶକ ଏସ ଏସ ରାଜାମୌଲୀ ନିର୍ଦ୍ଦେଶନା ଦେବାକୁ ଯାଉଥିବା ଏହି ଫିଲ୍ମରେ ଆଲିଆଙ୍କ ଚରିତ୍ରକୁ ବହୁତ ଆକର୍ଷଣୀୟ ରଖାଯାଇଛି । ପୂର୍ବରୁ କୌଣସି ପ୍ରୋଜେକ୍ଟ ପାଇଁ ଆଲିଆଙ୍କୁ ଏତେ ଅଧିକ ଫି ପ୍ରଦାନ କରାଯାଇ ନାହିଁ ।

ପ୍ରକାଶ ଥାଉ ଯେ, କହିବାକୁ ଗଲେ ଆଲିଆ ସାଉଥ ଇଣ୍ତିୟାନ ସିନେମାରେ ପାଦ ଦେଇ ଏକ ରେକର୍ଡ କରିଛନ୍ତି । ଏଥିସହିତ ସାଉଥରେ ବହୁତ କମ୍ ଅଭିନେତ୍ରୀଙ୍କୁ ଏତେ ଅଧିକ ଫି ପ୍ରଦାନ କରାଯାଏ । ଅନୁଷ୍କା ଶେଟ୍ଟୀ, ସାମନ୍ତ ଆକ୍କିନେନି ଏବଂ ପୂଜା ହେଗଡେଙ୍କୁ ମଧ୍ୟ ସାଉଥରେ ଏତେ ଅଧିକ ଫି ଦିଆଯାଇନାହିଁ ଯେତିକି ଆଲିଆଙ୍କୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.