ନୂଆଦିଲ୍ଲୀ: ଖିଲାଡୀ ଅକ୍ଷୟ କୁମାର ସୋମବାର ଘୋଷଣା କରିଛନ୍ତି କି ସେ ଏକ ଅଜ୍ଞାତ ଏବଂ ଅପରିଚିତ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଏହାକୁ ଆଧାର କରି ସୋସିଆଲ ମିଡିଆରେ ସେ ରାଜନୀତିରେ ସାମିଲ ହେବାର ଅନୁମାନ ଲଗାଯାଇଛି । ଅନ୍ୟପଟେ ରାଜନୀତିରେ ସାମିଲ ହେବା ଚର୍ଚ୍ଚା ପରେ ଅକ୍ଷୟ ଏହି ସବୁ ଅନୁମାନକୁ ଖାରିଜ କରିଦେଇଛନ୍ତି ।
ବିଭିନ୍ନ ରାଜନୀତିକ ଏବଂ ସାମାଜିକ ପ୍ରସଙ୍ଗ ଉପରେ ଫିଲ୍ମ କରୁଥିବା ଅକ୍ଷୟ ସେ ଆଜି ଏକ ଟ୍ବିଟ କରି ଲେଖିଥିଲେ, "ଅଜ୍ଞାତ ଏବଂ ଅପରିଚିତ କ୍ଷେତ୍ରରେ ପ୍ରବେଶ କରୁଛନ୍ତି । କିଛି ଏମିତି କରିବାକୁ ଯାଉଛି, ଯାହା ପୂର୍ବରୁ କେବେ କରିନାହିଁ । ଉତ୍ସାହିତ ହେବା ସହ ଚିନ୍ତାରେ ମଧ୍ୟ ଅଛି । ଆଗାମୀ ସୂଚନା ପାଇଁ ସମ୍ପୃକ୍ତ ରୁହନ୍ତୁ ।" ସକାଳେ ଏହି ଟ୍ବିଟ କରିବା ପରେ, ସେ ଅନ୍ୟ ଏକ ଟ୍ବିଟରେ ରାଜନୀତିରେ ସାମିଲ ହେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । କିନ୍ତୁ ତାଙ୍କ ପ୍ରଥମ ଟ୍ବିଟ ରହସ୍ୟର ଏଯାବତ ଖୁଲାସା ହୋଇନାହିଁ ।
-
Getting into an unknown and uncharted territory today. Doing something I have never done before. Excited and nervous both. Stay tuned for updates.
— Akshay Kumar (@akshaykumar) April 22, 2019 " class="align-text-top noRightClick twitterSection" data="
">Getting into an unknown and uncharted territory today. Doing something I have never done before. Excited and nervous both. Stay tuned for updates.
— Akshay Kumar (@akshaykumar) April 22, 2019Getting into an unknown and uncharted territory today. Doing something I have never done before. Excited and nervous both. Stay tuned for updates.
— Akshay Kumar (@akshaykumar) April 22, 2019
ପ୍ରକାଶ ଥାଉକି ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କୁ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ'ରେ ଦେଖିବାକୁ ମିଳିବ । ଫିଲ୍ମଟି ଆସନ୍ତା ବର୍ଷ ଇଦରେ ରିଲିଜ ହେବାର ଯୋଜନା କରାଯାଇଛି ।
-
Grateful for all the interest shown in my previous tweet but just clarifying in light of some wild speculation, I am not contesting elections.
— Akshay Kumar (@akshaykumar) April 22, 2019 " class="align-text-top noRightClick twitterSection" data="
">Grateful for all the interest shown in my previous tweet but just clarifying in light of some wild speculation, I am not contesting elections.
— Akshay Kumar (@akshaykumar) April 22, 2019Grateful for all the interest shown in my previous tweet but just clarifying in light of some wild speculation, I am not contesting elections.
— Akshay Kumar (@akshaykumar) April 22, 2019