ETV Bharat / sitara

ଋତୁସ୍ରାବକୁ ନେଇ ଥିବା ମିଥ୍ୟା ମନରୁ ଦୂର କରିବାକୁ କହିଲେ ଖିଲାଡି

author img

By

Published : May 29, 2021, 9:06 AM IST

ସୋସିଆଲ ମିଡିଆରେ ‘ପ୍ୟାଡମ୍ୟାନ’ ଫିଲ୍ମର ଏକ ଭିଡିଓ କ୍ଲିପ୍ ସେୟାର କରି ଋତୁସ୍ରାବ ଉପରେ ଆଲୋଚନା କଲେ ଅକ୍ଷୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଏଏନଏସ
ଫଟୋ ସୌଜନ୍ୟ: ଆଏଏନଏସ

ମୁମ୍ବାଇ: ଶୁକ୍ରବାର ଦିନ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଅବସରରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଋତୁସ୍ରାବକୁ ନେଇ ମନରେ ଥିବା ମିଥ୍ୟାକୁ ଦୂର କରିବାକୁ ଅନୁରୋଧ କରିଥିଲେ । ସେହିପରି 2018ରେ ଆସିଥିବା ତାଙ୍କ ଅଭିନୀତ ଫିଲ୍ମ ‘ପ୍ୟାଡମ୍ୟାନ’ରେ ମଧ୍ୟ ଋତୁସ୍ରାବ ଭଳି ବିଷୟବସ୍ତୁକୁ ନେଇ ଆଧାରିତ ହୋଇଥିଲା ।

ସେହିପରି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସରେ ଅକ୍ଷୟ ‘ପ୍ୟାଡମ୍ୟାନ’ ଫିଲ୍ମର ଏକ ଭିଡିଓ କ୍ଲିପ୍ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଆଜି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ । 2018ରେ ଆସିଥିବା ପ୍ୟାଡମ୍ୟାନ ମୋ ଆଖି ଖୋଲି ଦେଇଥିଲା ଯେ ମୌଳିକ ସାନିଟାରୀ ସୁବିଧା ଅଭାବରୁ ମହିଳାମାନେ କଣ ଦେଇ ଗତି କରୁଛନ୍ତି । ଖୁସି କଥା ବର୍ତ୍ତମାନ ଏହାକୁ ବୁଝିପାରୁଛନ୍ତି ସମସ୍ତେ ।’

ପ୍ରକାଶ ଥାଉକି ଋତୁସ୍ରାବ ସମୟରେ ସ୍ବଚ୍ଛତା ଅତି ଗୁରୁତ୍ବପୂର୍ଣ୍ଣ । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ମେ 28ରେ ମାସିକ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରାଯାଏ । ମହିଳାଙ୍କ ମଧ୍ୟରେ ମାସିକ ବାଓଲୋଜିକାଲ ଚକ୍ର ହିଁ ମାସିକ ଋତୁସ୍ରାବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.